Breaking News

ଭିଡିଓ ଦେଖନ୍ତୁ – ତାରା ତାରିଣୀ ସିରିଏଲର କୁନି ତାରିଣୀ କିପରି ତାଙ୍କ ଜନ୍ମ ଦିନ ପାଳନ କରିଲେ

ଆସନ୍ତୁ ଜାଣିବା କୁନି ତାରେଣି ଆୟେଶା ତାଙ୍କ ଜନ୍ମ ଦିନ କେମିତି ପାଳନ କରିଛନ୍ତି ଜାଣିବା ।ଦର୍ଶକ ବନ୍ଧୁ ଆପଣ ମାନେ ଦେଖିଥିବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ସିରିଏଲ ତାରା ତାରେଣୀ । ଯେଉଁ ଶୀରିଏଲ୍ କି ଓଡ଼ିଶା ର ନମ୍ବର ୱାନ ଧାରା ବାହୀକ ହୋଇଛି ତାରା ତାରେଣୀ । ତାରା ତାରେଣୀ ରେ ଅଭିନୟ କରୁଥିବା ଚାଇଲ୍ଡ ଆକଟର କୁନି ତାରେଣୀ ଆପଣ ମାନେ ସମସ୍ତେ ଜାଣିଥିବେ ।

ଚାଇଲ୍ଡ ଆକଟର କୁନି ତାରେଣୀ ଛୋଟ ପିଲା ହୋଇଥିଲେ ମଧ୍ୟ ତାଙ୍କର ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଛି ଏବଂ ସେ କମ୍ ବୟସ ରୁ ଲୋକ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି । ତାରା ତାରେଣୀ ଧାରା ବାହୀକ ରେ ଅଭିନୟ କରି କୁନି ତାରେଣୀ ବର୍ତ୍ତମାନ ଚର୍ଚ୍ଚା ରେ ଅଛନ୍ତି । ତାଙ୍କ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ କୁନି ତାରେଣୀ ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ତାରା ତାରେଣୀ ନମ୍ବର ୱାନ ହୋଇ ପାରିଛି ।

ତାଙ୍କ ଅଭିନୟ ଯାଦୁ ରେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି ।କୁନି ତାରେଣୀ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ପୁରସ୍କାର ମଧ୍ୟ ପାଇଛନ୍ତି । ସେ ୨୦୨୧ ଏ ବର୍ଷ ର କୁନି ଶ୍ରେଷ୍ଠ କଳାକାର ଭାବେ ଆୱାର୍ଡ଼ ପାଇଛନ୍ତି । ହଁ ବନ୍ଧୁ କୁନି ତାରେଣି ଙ୍କ ପ୍ରକୃତ ନାମ ହେଉଛି ଆୟେସା । ଆୟେଷା ୧୦ ତମ ଜନ୍ମ ଦିନ ଟି ତାଙ୍କ ପରିବାର ସହ ଖୁବ୍ ଧୁମ୍ ଧାମରେ ପାଳନ ରେ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.