ଆସନ୍ତୁ ଜାଣିବା ଯେ ଉଳୀଉଡ ଜଗତ ର କଳାକାର ମାନେ ହୋଲିଁପୂର୍ବରୁ କେମିତି ହୋଲି ଖେଳିଛନ୍ତି ଜାଣିବା । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଚଳିତ ବର୍ଷ ହୋଲି ଉପରେ କଟକଣା ଲାଗିଛି ସେଥି ପାଇଁ ନିଜ ଘରେ ରହି ପରିବାର ମାନ ଙ୍କ ସହ ହୋଲି ଖେଳନ୍ତି । ଆପଣ ମାନେ ଜାଣିଥିବେ ଯେ ଓଡ଼ିଆ ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଆପଣ ମାନେ ନିଶ୍ଚୟ ଦେଖିଥିବେ
ଏହି ଧାରାବାହିକ ଗୁଡ଼ିକ ଆପଣ ମାନଙ୍କ ମନ୍ ଙ୍କୁ ନିଶ୍ଚୟ ଭଲ ଲାଗିଥିବ କାରଣ ସେହି ଧାରାବାହିକ ରେ ଅଭିନୟ କରୁଥିବା ସମସ୍ତ ଅଭିନେତା ଓ ଅଭିନେତ୍ରୀ ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ଏହି ଧାରାବାହିକ ଗୁଡ଼ିକ ଓଡ଼ିଶା ରେ ନମ୍ୱର୍ ୱାନ ହୋଇପାରିଛି । ଏଥିରେ ଅଭିନୟ କରୁଥିବା ଅଭିନେତା ବା ଅଭିନେତ୍ରୀ ଜବରଦସ୍ତ ଅଭିନୟ ଫଳ ରେ ସେମାନେ ଆଜି ଲୋକ ପରିଚିତ ହୋଇପାରିଛନ୍ତି ।
ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ମାନ ଙ୍କ ଫଟୋ ଭାଇରାଲ ହବା ରେ ଲାଗିଛି। ହଁ ବନ୍ଧୁ ନୂଆ ବୋହୂ, ତାରା ତାରିଣୀ, ମାୟା ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ହୋଲି ଖେଳ ର କିଛି ଫଟୋ ସେୟାର କରିଛନ୍ତି । ସେମାନେ ହୋଲି ଖେଳିବା ସହିତ ବହୁତ୍ ମଜା ମସ୍ତି ମଧ୍ୟ କରିବାର ନଜର ଆସିଛନ୍ତି ଏହି ଫଟୋ ରେ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ