Breaking News

ହଠାତ ଏମିତି କଣ ହେଲା ସବ୍ୟ ଅର୍ଚ୍ଚିତା (Sabyasachi Archita) ଙ୍କର ବିବାହର କିଛି ଦିନ ପରେ ରାଜ୍ୟପାଳଙ୍କୁ ଯାଇ ଦୁହେଁ ଦେଖା କରିଲେ

ରାଜ୍ୟପାଳ ଙ୍କୁ ଭେଟିଲେ ନୂଆ କରି ବିବାହ ହୋଇଥିବା ଓଡ଼ିଆ ଇଣ୍ଡଷ୍ଟ୍ରି ର ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା । ସେ ରାଜ୍ୟପାଳ ଙ୍କୁ କଣ ପାଇଁ ଭେଟିଥିଲେ ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମରେ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ ସପ୍ତହ ରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ସେ ରାଜସ୍ଥାନ ରେ ବିବାହ କରିଥିଲେ ମଧ୍ୟ ଓଡ଼ିଆ ଘର ର ରୀତି ନୀତି ଅନୁଯାୟୀ ବିବାହ ସମ୍ପୂର୍ଣ ହୋଇଥିଲା । ତାଙ୍କ ବିବାହ ରେ କେବଳ ଉଭୟ ପରିବାର ଲୋକ ଉପସ୍ଥିତ ଥିଲେ । ତା ପରେ ସେ ଓଡ଼ିଶାକୁ ଫେରି ଆସିଥିଲେ । ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କର ବିବାହ ଘର ର ଭୋଜି ଭୁବନେଶ୍ବର ରେ ଦେଇଛନ୍ତି । ଏଥିସହିତ ସେ ରାଜ୍ୟପାଳ ଙ୍କ ଘରେ ନଜର ଆସିଛନ୍ତି ସେ ପୂର୍ବ ଭଳି ସମାଜ ସେବା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସେ ପୂର୍ବ ଭଳି ସମାଜ ସେବା କରିବେ ଓ ବର୍ତ୍ତମାନ ତାଙ୍କ ସହିତ ତାଙ୍କର ପତ୍ନୀ ଅର୍ଚ୍ଚିତା ମଧ୍ୟ ଲୋକ ମାନ ଙ୍କ ସେବା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଯେ କରୋନା ସମୟ ରେ ସବ୍ୟ ପ୍ରବାସୀ ମାନ ଙ୍କୁ ସାହାର୍ଯ୍ୟ କରିବା ସହିତ ଲୋକ ମାନ ସୁବିଧା ଅସୁବିଧା ବୁଝି ସାହାର୍ଯ୍ୟ କରିଥିଲେ । ବର୍ତ୍ତମାନ ସବ୍ୟସାଚୀ ଓ ଅର୍ଚ୍ଚିତା ଦୁହେଁ ମିଶି ସମାଜ ସେବା କରିବେ ସେଥିପାଇଁ ମଧ୍ୟ ରାଜ୍ୟପାଳ ଙ୍କୁ ଭେଟି ପ୍ରତିଶ୍ରୁତି ଦେଇଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *