ବିବାହ ର ଗୋଟିଏ ବର୍ଷ ପରେ କାହିଁକି ଶାଶୁ ଙ୍କ ସହିତ ମନ୍ଦିର ଗଲେ ଝିଲ୍ଲିକ୍ । ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମରେ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଅଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ । ହଁ ବନ୍ଧୁ ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ଅଲିଉଡ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି । ବର୍ତ୍ତମାନ ଝିଲ୍ଲିକ୍ ଙ୍କ ଆଉ ଫିଲ୍ମ୍ ଦେଖିବାକୁ ମିଳୁନି କାରଣ ସେ ଗତ ବର୍ଷ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।
ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି । ଝିଳିକ ଙ୍କ ବିବାହ ରେ ଓଡ଼ିଆ ଫିଲ୍ମ୍ ଏବଂ ସିରିଏଲ୍ ଦୁନିଆ ର ଅନେକ ଲୋକ ପ୍ରିୟ ଅଭିନେତା ଏବଂ ଲୋକ ପ୍ରିୟ ଅଭିନେତ୍ରୀ ଯୋଗ ଦେଇଥିଲେ । ହଁ ବନ୍ଧୁ ଆଜି ଆମେ ଜାଣିବା ଝିଲ୍ଲିକ୍ ତାଙ୍କ ଶାଶୁ ଘରେ କେମିତି ଅଛନ୍ତି । ଗତ କିଛି ଦିନ ତଳେ ଝିଲ୍ଲିକ୍ ତାଙ୍କ ସ୍ବାମୀ ସହ ପୁରୀ ବୁଲିବାକୁ ଯାଇଥିଲେ । ସେଠାରେ କାଳିଆ ଦେଖା କରି ସମୁଦ୍ର କୂଳ ରେ ବହୁତ୍ ମଜା କରିଥିଲେ ।
ଆପଣ ମାନେ ଜାଣିଥିବେ ଯେ ଝିଲ୍ଲିକ୍ ବିବାହ କରିବା ପରେ ଓଡ଼ିଆ ଫିଲ୍ମ୍ ରୁ ଦୂରେଇ ଯାଇଛନ୍ତି ସେ ତା ପରେ କୌଣସି ଫିଲ୍ମ୍ କରିନାହାନ୍ତି । ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ଝିଳିକ ଙ୍କ ର ଏକ ଲାଇଭ ଭିଡିଓ ରେ ଆସି ଏକ ମନ୍ଦିର ଦେଖାଇବା ସହିତ ଭୋଜି ରେ ରୋଷେଇ ହୋଇଥିବା ସମସ୍ତ ଆଇଟମ ମଧ୍ୟ ଦେଖେଇଥିଲେ ଓ ଶେଷ ରେ ଲୋକ ମାନ ଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ ।
ତାହେଲେ ଆସନ୍ତୁ ଜାଣିବା ସେ କେଉଁ ମଦିର୍ ଯାଇଥିଲେ ଓ ସେଠାରେ କାହିଁକି ଭୋଜି ଦେଇଥିଲେ । ହଁ ବନ୍ଧୁ ସେ ଯାଜପୁର ଏକ ମନ୍ଦିର ଯଥା ଶ୍ରୀ ଶ୍ରୀ ମହାବୀର ଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ । ଏହି ମହାବୀର ଙ୍କ ମନ୍ଦିର ରେ ସେ ପୂଜା ହୁମ୍ କରିବା ସହିତ ଭୋଜି ର ବିଭିନ୍ନ ପ୍ରକାର ର ଖାଦ୍ୟ ପ୍ରସ୍ତୁତ କରିଥିଲେ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ