Breaking News

ଦେଖନ୍ତୁ ଭିଡିଓ – ତରଙ୍ଗ ଟିଭିର ଅଭିନେତ୍ରୀ ମାନେ କିପରି ହୋଲି ଉତ୍ସବ ପାଳନ କରିଲେ

ଆପଣ ମାନେ ନିଶ୍ଚୟ ଜାଣିଥିବେ ଉଳୀଉଡ ଜଗତ ର କଳାକାର ମାନ ଙ୍କୁ ସେମାନେ ବହୁ ସଂଘର୍ଷ ଓ ପରିଶ୍ରମ କରି ସେ ଆଜି ଉଳିଉଡ଼ ଜଗତ ରେ ପ୍ରବେଶ କରିଛନ୍ତି । ଆପଣ ମାନେ ଜାଣିଥିବେ ଏହି କଳାକାର ମାନେ କିଛି ନା କିଛି କାରଣ ପାଇଁ ସବୁବେଳେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥାନ୍ତି ।

ଆପଣ ମାନେ ଜାଣିଥିବେ ଯେ ଓଡ଼ିଆ ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଆପଣ ମାନେ ନିଶ୍ଚୟ ଦେଖିଥିବେ ଏହି ଧାରାବାହିକ ଗୁଡ଼ିକ ଆପଣ ମାନଙ୍କ ମନ୍ ଙ୍କୁ ନିଶ୍ଚୟ ଭଲ ଲାଗିଥିବ କାରଣ ସେହି ଧାରାବାହିକ ରେ ଅଭିନୟ କରୁଥିବା ସମସ୍ତ ଅଭିନେତା ଓ ଅଭିନେତ୍ରୀ ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ଏହି ଧାରାବାହିକ ଗୁଡ଼ିକ ଓଡ଼ିଶା ରେ ନମ୍ୱର୍ ୱାନ ହୋଇପାରିଛି ।

ଏଥିରେ ଅଭିନୟ କରୁଥିବା ଅଭିନେତା ବା ଅଭିନେତ୍ରୀ ଜବରଦସ୍ତ ଅଭିନୟ ଫଳ ରେ ସେମାନେ ଆଜି ଲୋକ ପରିଚିତ ହୋଇପାରିଛନ୍ତି । ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ମାନ ଙ୍କ ଫଟୋ ଭାଇରାଲ ହବା ରେ ଲାଗିଛି। ହଁ ବନ୍ଧୁ ନୂଆ ବୋହୂ, ତାରା ତାରିଣୀ, ମାୟା ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ହୋଲି ଖେଳ ର କିଛି ଫଟୋ ସେୟାର କରିଛନ୍ତି । ସେମାନେ ହୋଲି ଖେଳିବା ସହିତ ବହୁତ୍ ମଜା ମସ୍ତି ମଧ୍ୟ କରିବାର ନଜର ଆସିଛନ୍ତି ଏହି ଫଟୋ ରେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *