ଆପଣ ମାନେ ଆମ ଓଲିଉଡ ଜଗତର କୁଇନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ନିଶ୍ଚୟ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ।ତେବେ ବନ୍ଧୁଗଣ ବର୍ଷା ତାଙ୍କର ସୁନ୍ଦର ଅଭିନୟ ପାଇଁ ବହୁତ ଫେମସ ହେବ ସହ ବହୁତ ଲୋକପ୍ରିୟତା ହାସଲ କରି ପାରିଛନ୍ତି। ଏବେ କିଛି ଦିନ ହେବ ବର୍ଷା ଙ୍କୁ ଅନେକ କଳାକାର ମାନଙ୍କ ସହ ଦେଖିବାକୁ ମିଳିଥିଲା।
ତେବେ ଏଠାରେ ବର୍ଷାଙ୍କ ସହ ଅନୁ ଚୌଧୁରୀ, ଆକାଶ ଦାସ,ଶ୍ରିତମ ଦାସ ,ଉତ୍ତମ ମହାନ୍ତି, ମିହିର ଦାସ,ସିଦ୍ଧାନ୍ତ ମହାପାତ୍ର ଅନେକ ଓଲିଉଡ କଳାକାର ଆଜି ଆଇକନିକ ଷ୍ଟୁଡିଓ ର ପୁର୍ନ ବିକାଶ ଫାଉଣ୍ଡେସନ ର ଉପସ୍ଥାପନ ରେ ଯୋଗ ଦେଇଛନ୍ତି। ତେବେ ନନ୍ଧୁଗଣ ବର୍ଷା ହେଉଛନ୍ତି ଓଲିଉଡ ଜଗତର ଜଣେ ଫେମସ ଅଭିନେତ୍ରୀ।ବର୍ଷା ବହୁତ ଗୁଡିଏ ହିଟ ଫିଲ୍ମି କରିଛନ୍ତି।
ତେବେ ବର୍ଷା ଙ୍କର ଜବରଦସ୍ତ ଅଭିନୟ ପାଇଁ ବହୁତ ଗୁଡିଏ ଫିଲ୍ମି ମଧ୍ୟ ହିଟ ହୋଇଛି।ଆପଣ ମାନେ ଜାଣିଥିବେ ଉଭୟ ବର୍ଷା ଓ ଅନୁଭବ ବିବାଦ ର ସମ୍ମୁଖୀନ ହୋଇଥିଲେ କାରଣ ଯେଉଁ ଫିଲ୍ମି ଚିଟ ଫଣ୍ଡ ଅର୍ଥ ରେ ନିର୍ମାଣ ହୋଇଥିଲା ଏହି ଦୁଇଜଣ ସେଥିରେ ଅଭିନୟ କରିଥିଲେ।ତେବେ ପରେ ଏହି ଦୁଇଜଣ ପ୍ରେସ ଆଗରେ କହିଥିଲେ କି ସେ ଏ ବିଷୟରେ କିଛି ଜାଣି ନାହାନ୍ତି।
ଏମିତି ବହୁତ ଗୁଡିଏ କଥା ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି।ତେବେ ଆପଣ ମାନେ ଜାଣିଥିବେ ବର୍ଷା ଓ ଅନୁଭବ ଙ୍କର ସମ୍ପର୍କ ଏବେ ଡିଭର୍ସ ଆଡକୁ ଗତି କରୁଛି।ତେବେ ଏତେ ସବୁ ଅସୁବିଧା ସତ୍ତ୍ୱେ ନିଜ ସୋସିଆଲ କାମ କୁ ଆକ୍ଟିଭ କରିଛନ୍ତି।ଏବେ ସେ କିଛି ଫଟୋ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଛନ୍ତି।ଏହି ଫଟୋ ରେ ଆକାଶ ,ଅନୁ ଚୌଧୁରୀ, ଶ୍ରିତମ ଦାସ, ଉତ୍ତର ମହାନ୍ତି,ସିଦ୍ଧାନ୍ତ ମହାପାତ୍ର ଙ୍କ ସହ ଯୋଗ ଦେଉଛନ୍ତି।ତେବେ ଦର୍ଶକ ବନ୍ଧୁ ଏହି ଫଟୋ ଗୁଡିକ ହେଉଛି ଆଇକନିକ କଳିଙ୍ଗ ଷ୍ଟୁଡିଓ ର ପୁର୍ନ ଡେଭଲପମେଣ୍ଟ ଫାଉଣ୍ଡେସନ ଉପସ୍ଥାପନ ସମୟର।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ