Breaking News

ଭିଡିଓ ଦେଖନ୍ତୁ – ଓଡିଆ ଅଭିନେତ୍ରୀ ଝିଲ୍ଲିକ(Jhilik) କହୁ କହୁ କହିଦେଲେ ତାଙ୍କ ସ୍ଵାମୀଙ୍କ ଗୁମର କଥା

ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଲିଉଡ ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନେ ବହୁତ କଠିନ ପରିଶ୍ରମ କରି ଆଜି ଓଲିଉଡ ଜଗତରେ ପାଦ ଦେଇଛନ୍ତି।ତେବେ ସେମାନେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ଓଲିଉଡ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି।ତେବେ ଆପଣ ମାନେ ଜାଣିଥିବେ କେତେକ ଅଭିନେତ୍ରୀ ଓଡ଼ିଶାର ନ ହୋଇ ମଧ୍ୟ ସେ ଓଲିଉଡ ଜଗତରେ ବହୁତ ଲୋକପ୍ରିୟତା ହାସଲ କରି ପାରିଛନ୍ତି।ତେବେ ବନ୍ଧୁଗଣ ଆମେ ଆଜି କହିବାକୁ ଯାଉଛୁ ଝିଲିକ ଙ୍କର ବିଷୟରେ କିଛି ଅଜଣା କଥା ।ତେବେ ଡେରି ନ କରି ଆସନ୍ତୁ ଜାଣିବା।


ବନ୍ଧୁଗଣ ଆମ ଓଲିଉଡ ଜଗତର ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚୟ ଦେଖିଥିବେ।ଆପଣ ମାନେ ଜାଣିଥିବେ ସେ ଓଡ଼ିଶାର ନ ହୋଇ ମଧ୍ୟ ଓଡ଼ିଆ ଫିଲ୍ମି ରେ ବହୁତ ଫେମସ ହୋଇ ପାରିଛନ୍ତି।ଝିଲିକ ହେଉଛନ୍ତି ଜଣେ ବଙ୍ଗାଳୀ ସେ ପ୍ରଥମେ ବଙ୍ଗାଳୀ ଫିଲ୍ମି ରେ ଅଭିନୟ କରିଥିଲେ ଓ ପରେ ଓଲିଉଡ ଜଗତରେ ପାଦ ଦେଇଥିଲେ।ଝିଲିକ ତାଙ୍କର ସୁନ୍ଦର ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିବା ସହ ବହୁତ ଫେମସ ହୋଇପାରିଛନ୍ତି ଆମ ଓଲିଉଡ ଜଗତରେ।

ତେବେ ଆପଣ ମାନେ ଜାଣିଥିବେ ଝିଲିକ ଗତ ବର୍ଷ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି।ତେବେ ସେ ବଙ୍ଗାଳୀ ଝିଅ ରୁ ଓଡ଼ିଆ ବୋହୁ ହୋଇଛନ୍ତି।ତେବେ ସେ ବିଜେଡି ବିଧାୟକ ପ୍ରୀତିରଞ୍ଜନ ଙ୍କୁ ବିବାହ କରିଛନ୍ତି। ସେ ବିବାହ ପରେ ତାଙ୍କ ସ୍ୱାମୀ ଙ୍କ ସହ ବେସ ଖୁସି ଥିବା ଜଣା ପଡ଼ିଛି।ତେବେ ଏକ ସାକ୍ଷାତକାର ରେ ଝିକିକ ଙ୍କୁ ପଚରା ଯାଇଥିଲା ସେ ଆଉ ଅଭିନୟ ଜଗତକୁ ଫେରିବେ କି ନାହିଁ।ଝିଲିକ ଏହାର ଉତ୍ତର ରେ କହିଥିଲେ ଦର୍ଶକ ହେଉଛନ୍ତି ମୋର ଭଗବାନ ସେ ଯଦି ଚାହିଁବେ ମୁଁ ନିଶ୍ଚୟ ଅଭିନୟ କରିବି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.