Breaking News

ଭିଡିଓ ଦେଖନ୍ତୁ – ବାବୁଶାନ (Babushan) ତାଙ୍କ ସାଙ୍ଗ ବାହାଘରରେ ଜବରଦସ୍ତ ଡ୍ୟାନ୍ସ କରିଲେ

ଆପଣ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତା ସୁପର୍ ଷ୍ଟାର୍ ବାବୁଶାନ୍ । ଆପଣ ମାନେ ବାବୁଶାନ୍ ଙ୍କୁ ନିଶ୍ଚୟ ଜାଣିଥିବେ । ତାଙ୍କ ବାପା ହେଉଛନ୍ତି ଜଣେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଅଭିନେତା ଓ ଲୋକ ପ୍ରିୟ ଓ ତାଙ୍କ ମାଆ ମଧ୍ୟ ଜଣେ ଲୋକ ପ୍ରିୟ ଅଭିନେତ୍ରୀ । ବାବୁଶାନ୍ ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ପାଖ ରେ ବହୁ ପ୍ରିୟ ହୋଇପାରିଛନ୍ତି ।

ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ସମୟ ରେ ବାବୁଶାନ୍ ଙ୍କ ଏକ ଭିଡିଓ ଭାଇରାଲ ହବା ରେ ଲାଗିଛି । ଆପଣ ମାନେ ସମସ୍ତେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ସବୁବେଳେ କିଛି ନ କିଛି କାରଣ ରୁ ସବୁ ବେଳେ ସୋସିଆଲ ମିଡିଆରେ ରେ ଚର୍ଚା ରେ ରହିଥାନ୍ତି । ହଁ ବନ୍ଧୁ ବାବୁଶାନ୍ ତାଙ୍କ ଗାଁ ବାରିପଦା କୁ ବୁଲିବାକୁ ଯାଇଛନ୍ତି ।ସେ ବହୁତ୍ ଦିନ ପରେ ତାଙ୍କ ଗାଁ କୁ ଯାଉଥିବାରୁ ବହୁତ୍ ଖୁସି ଅଛନ୍ତି ।

ସେଠାରେ ସେ ତାଙ୍କ ସାଙ୍ଗ ର ବାହାଘର ଆଟେଣ୍ଡ କରିବା ବହୁ ନାଚ ଗୀତ ମଧ୍ୟ କରିଥିଲେ ତା ପରେ ସେ ମୟୂରଭଞ୍ଜ ମହୋତ୍ସବ ରେ ଯୋଗ ଦେବା ର କାର୍ଯ୍ୟ କ୍ରମ ରହିଛି । ସେ ବର୍ତ୍ତମାନ ଖୁସି ଅଛନ୍ତି କାରଣ ସେ ବହୁ ଦିନ ପରେ ତାଙ୍କ ଗାଁ ବାରିପଦା କୁ ଯାଇଥିବାରୁ ଓ ସେଠି ସେ ତାଙ୍କ ସାଙ୍ଗ ବାହାଘର ରେ ଉପସ୍ଥିତ ନାଚିଥିଲେ । ଯାହାକି ସୋସିଆଲ ମିଡ଼ିଆ ରେ ଏହା ଭାଇରାଲ ହବା ରେ ଲାଗିଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *