Breaking News

ସିନ୍ଦୁରର ଅଧିକାରରେ ଅଭିନୟ କରୁଥିବା କୁନି ଇତି (Boby) ଙ୍କ ପୁରା ପରିବାର ଫଟୋ ଦେଖନ୍ତୁ ପ୍ରଥମ ଥର ପାଇଁ

ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିରିଏଲ ସିନ୍ଦୂର ର ଅଧିକାର ନିଶ୍ଚୟ ଭାବରେ ଦେଖୁଥିବେ।ସେଥିରେ ଆଗରୁ ଅଭିନୟ କରିଥିବା ଛୋଟ ଅଭିନେତ୍ରୀ ଇତି ଙ୍କୁ ତ ନିଶ୍ଚୟ ଭାବରେ ଜାଣିଥିବେ।ତେବେ ବନ୍ଧୁଗଣ ଆଜି ଆମେ ଜାଣିବା ଏହି ଅଭିନେତ୍ରୀ ଙ୍କର ଜୀବନ ଶୈଳୀ ଓ ପରିବାର ବିଷୟରେ ତେବେ ଆମର ଏହି ଲେଖାଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।


ତେବେ ବନ୍ଧୁଗଣ ଆଗରୁ ସେ ସିନ୍ଦୁର ର ଅଧିକାର ସିରିଏଲ ରେ ଅଭିନୟ କରିଥିଲେ ।ଓ ସେ ଖୁବ ସୁନ୍ଦର ଅଭିନୟ ମଧ୍ୟ କରୁଥିଲେ।ଆଉ ଜଣେ ଇତି ବଡ ଭୂମିକାରେ ଅଭିନୟ କରୁଛନ୍ତି ସତ କିନ୍ତୁ ଛୋଟ ଇତି ଙ୍କୁ ଦର୍ଶକ ମାନେ ଏବେବି ଭୁଲି ନାହାନ୍ତି ।ତାଙ୍କର ଅଭିନୟ ଓ କଥା କହିବାର ଶୈଳୀ କୁ ଲୋକମାନେ ଆଜି ବି ଭୁଲି ପାରିନାହାନ୍ତି।


ତେବେ ଇତି ଭୁବନେଶ୍ୱର ରେ ରୁହନ୍ତି।ତାଙ୍କ ପରିବାର ବିଷୟରେ କହିଲେ ତାଙ୍କ ବାପା ମା ଆଉ ଗୋଟିଏ କୁନି ଭାଇ ମଧ୍ୟ ଅଛନ୍ତି।ତେବେ ଇତି ଙ୍କର ପ୍ରକୃତ ନାମ ହେଉଛି ବବି ପୀୟଦର୍ଶିନୀ।ଇତି ଏବେ ନିଜ ପାଠ ପଢା କରିବା ସହ ଡ୍ରାମା ସିରିଏଲ ଆଦି ରେ ଅଭିନୟ ମଧ୍ୟ କରୁଛନ୍ତି।ସେ ଅନେକ ମଂଚସ୍ଥ ନାଟକରେ ମଧ୍ୟ ଅଭିନୟ କରୁଛନ୍ତି ଓ ତାଙ୍କ ଅଭିନୟ କୁ ଲୋକମାନେ ମଧ୍ୟ ଖୁବ ପସନ୍ଦ କରୁଛନ୍ତି।ତେବେ ତାଙ୍କ କଥା କହିବା ର ଷ୍ଟାଇଲ ବ ତାଙ୍କ ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଫେମସ ହୋଇଛନ୍ତି ଇତି।


ତେବେ ପ୍ରଥମ ଥର ପାଇଁ ଇଣ୍ଟରଭ୍ୟୁ ରେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିନ୍ଦୂର ର ଅଧିକାର ସିରିଏଲ ରେ ଏଣ୍ଟ୍ରି ମାରିଥିଲେ।ତେବେ ତାଙ୍କର ସୁନ୍ଦର ଅଭିନୟ ପାଇଁ ତାଙ୍କୁ ବହୁତ ଆୱାର୍ଡ ମିଳିଛି।ତେବେ ତାଙ୍କର କଥା କହିବାର ଶୈଳୀ ଓ ତାଙ୍କର ଅଭିନୟ ଲିକମାନଙ୍କୁ ଖୁବ ପସନ୍ଦ ଆସିଛି।ଓ ଇତି ମଧ୍ୟ ତାଙ୍କର ସୁନ୍ଦର ଅଭିନୟ ପାଇଁ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *