Breaking News

ଭିଡିଓ ଦେଖନ୍ତୁ କିପରି ସ୍ଵରାଜ (Swaraj) ଓ ଏଲିନା (Elina) ଶୁଟିଙ୍ଗ ସେଟରେ ମସ୍ତି କରୁଛନ୍ତି

ଆପଣ ମାନେ ସମସ୍ତେ ଆମ ଓଲିଉଡ ଜଗତର ଫେମସ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କୁ ନିଶ୍ଚୟ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚୟ ଦେଖିଥିବେ।ତେବେ ବନ୍ଧୁଗଣ ଏଲିନା ସାମନ୍ତରାୟ ତରଙ୍ଗ ଟିଭି ର ରିଆଲିଟି ସୋ କିଏ ହେବ ମୋ ହିରୋଇନ ପ୍ରତିଯୋଗିତା ରେ ବିଜେତା ହୋଇ ଓଲିଉଡ ଜଗତରେ ପ୍ରବେଶ କରିଥିଲେ ସେବେଠୁ ସେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛନ୍ତି।


ତେବେ ବନ୍ଧୁଗଣ ଏବେ ଗୋଟିଏ ଫିଲ୍ମି ସୁଟିଙ୍ଗ ଚାଲିଛି ଏହି ଫିଲ୍ମି ର ସୁଟିଙ୍ଗ ସେଟ ରେ ଏଲିନା ଓ ସ୍ୱରାଜ ଙ୍କୁ ଦେଖିବାକୁ ମିକିଛି।ତେବେ ବନ୍ଧୁଗଣ ଆପଣ ମାନେ ସ୍ୱରାଜ ଙ୍କୁ ନିଶ୍ଚୟ ଭାବରେ ଜାଣିଥିବେ ।ସ୍ୱରାଜ ଖୁବ କମ ବୟସରୁ ଓଲିଉଡ ଜଗତରେ ପାଦ ଦେଇଛନ୍ତି।ସ୍ୱରାଜ ଛୋଟ ପିଲା ରୂପରେ ବହୁତ ଗୁଡିଏ ଚଳଚିତ୍ର ରେ ଅଭିନୟ କରିଛନ୍ତି।


ତେବେ ଏବେ ଗୋଟିଏ ନୂଆ ଫିଲ୍ମି ଟିର ସୁଟିଙ୍ଗ ଚାଲିଛି।ଏହ ଫିଲ୍ମି ରେ ସ୍ୱରାଜ ଓ ଏଲିନା ଙ୍କୁ ଦେଖିବାକୁ ମିଳିବ ତେବେ ବନ୍ଧୁଗଣ ଏହି ଫିଲ୍ମି ସୁଟିଙ୍ଗ ପାଇଁ ବସ ରେ ଯାଉଥିବା ବେଳର ଭିଡ଼ିଓ ଏବେ ଖୁବ ମାତ୍ରାରେ ଭାଇରଲ ହେବାରେ ଲାଗିଛି।ତେବେ ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି ସ୍ୱରାଜ ଗୋଟିଏ ଫ୍ୟାନ ଧରିଛନ୍ତି ଓ ତାଙ୍କ ପାଖରେ ଏଲିନା ବସିଛନ୍ତି ଜଣେ ବ୍ୟକ୍ତି ସ୍ୱରାଜ ଙ୍କୁ କହୁଛନ୍ତି ଫ୍ୟାନ ଟି ଏଲିନା ଆଡକୁ କଣ ପାଇଁ ଦେଉନୁ ଆଉ ପୁଣି ସେଇ ବ୍ୟକ୍ତି ଜଣକ କହୁଛନ୍ତି ସେ ଯଦି ଭୂମିକା ହୋଇଥାନ୍ତା ।ତେବେ ସ୍ୱରାଜ କହୁଛନ୍ତି ତାକୁ ବି ମୁଁ ଦେଇନଥାନ୍ତି।


ସେ ବ୍ୟକ୍ତି ଜଣକ ପୁଣି କହୁଛନ୍ତି ଯଦି ଶିବାନୀ ହୋଇଥାନ୍ତା ତେବେ ସ୍ୱରାଜ କହୁଛନ୍ତି କାହାକୁ ବି ମୁଁ ଏଇ ଫ୍ୟାନ ଦେବିନି ।ଏହାପରେ ସ୍ୱରାଜ ମେକ ଅପ ହେଉଛନ୍ତି ତାଙ୍କୁ ଏଲିନା ହସି ହସି ଏଲିନା କହୁଛନ୍ତି ସେତିକି ଲିପ୍ସଟିପି ଲଗା।ତେବେ ସ୍ୱରାଜ ଏମିତି ଶୁଣି ହସୁଛନ୍ତି।ତେବେ ଏହି ଫିଲ୍ମି ର ସୁଟିଙ୍ଗ ସେଟ ରେ ଖୁବ ମଜା ମସ୍ତି କରୁଛନ୍ତି ସ୍ୱରାଜ ଓ ଏଲିନା ଏହି ଭିଡ଼ିଓ ଟି ଏବେ ଭାଇରଲ ହେବାରେ ଲାଗିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *