Breaking News

ବିବାହ ପରେ ହଠାତ ଏମିତି କଣ ହେଲା, ସବ୍ୟସଚୀ ଅର୍ଚିତା (Sabyasachi Archita) ପୋଲିସ ଡିଜିଙ୍କୁ ଦେଖା କରିଲେ, ଜାଣନ୍ତୁ ଏହାର କାରଣ

ଦର୍ଶକ ବନ୍ଧୁ ଆମ ଅଲିଉଡ୍ ଇଣ୍ଡଷ୍ଟ୍ରି ର ଆପଣ ମାନ ଙ୍କ ର ପ୍ରିୟ ଅଭିନେତା ଓ ଅଭିନେତ୍ରୀ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ବିବାହ ପର୍ ଠାରୁ ପ୍ରତ୍ୟେକ ସମୟରେ ତାଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ କୁ ନେଇ ସୋସିଆଲ ମିଡ଼ିଆ ରେ ରେ ବେଶ୍ ଚର୍ଚ୍ଚା ଚାଲିଥାଏ । ବର୍ତ୍ତମାନ ସମୟ ରେ ଯଦି ଦେଖିବା ସବ୍ୟସାଚୀ ଓ ଅର୍ଚ୍ଚିତା ଉଭୟ ଅର୍ଚ୍ଚନା ତାମିଲନାଡୁ ର ପୋଲିସ ଫୋର୍ସ ର ଡିଜିପି Mr jk ତ୍ରିପାଠୀ ଙ୍କୁ ସାକ୍ଷାତ କରିଛନ୍ତି ।

ତେବେ ଅର୍ଚ୍ଚନା କଣ ପାଇଁ ଉଭୟ ସବ୍ୟସାଚୀ ଓ ଅର୍ଚ୍ଚିତା ପୋଲିସ ପାଖ କୁ ଗଲେ କଣ ରହିଛି ପ୍ରକୃତ କାରଣ ସବୁକିଛି ଦିନ ନିଶ୍ଚିତ ଭାବେ ଆପଣ ମାନେ ଜାଣିପାରିବେ ଆମର ଏହି ପେଜ ମାଧ୍ୟମରେ । ବର୍ତ୍ତମାନ ସମୟ ର ଏକ ବଡ଼ ଖବର ରହିଛି ଉଭୟ ସବ୍ୟସାଚୀ ଓ ଅର୍ଚ୍ଚିତା ତାମିଲନାଡୁ ର ପୋଲିସ ଫୋର୍ସ ତ୍ରିପାଠୀ ଙ୍କୁ ସାକ୍ଷାତ କରିଛନ୍ତି । ଏ ନେଇ ସବ୍ୟସାଚୀ ମିଶ୍ର ନିଜେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ କିଛି ଫଟୋ ପୋଷ୍ଟ କରୁଛନ୍ତି ।

ଏହି ପୋଷ୍ଟ ରେ ସେ ଉଲ୍ଲେଖ କରିଛନ୍ତି ଯେ ଯେତେବେଳେ ସେ କରୋନା ସମୟ ରେ ଲୋକ ମାନ ଙ୍କୁ ସାହାଯ୍ୟ କରିଥିଲେ ସେତେବେଳେ ସେ ତାମିଲନାଡୁ ରେ ଗାଡି ରହିଥିବା ଓଡ଼ିଆ ମାନ ଙ୍କୁ ସାହାଯ୍ୟ କରିଥିଲେ ଓ ଓଡ଼ିଶା କୁ ଫେରାଇ ଆଣିଥିଲେ ଏଥିପାଇଁ ତାଙ୍କୁ ବହୁତ୍ ସହଯୋଗ କରିଥିଲେ ତାମିଲନାଡୁ ର ପୋଲିସ ଫୋର୍ସ ଡିଜିପି Mr jk ତ୍ରିପାଠୀ । ତାଙ୍କ ସାହାଯ୍ୟ କୁ ସବ୍ୟସାଚୀ ଭୁଲି ନାହାଁନ୍ତି କି ସବ୍ୟସାଚୀ ଙ୍କ ର ଏହି ସାହାଯ୍ୟ ରାଜ୍ୟବାସୀ ମାନେ କେବେ ପି ଭୁଲି ପାରିବେ ନାହିଁ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *