Breaking News

ଭିଡିଓ ଦେଖନ୍ତୁ – ପ୍ରଥମ ଥର ପାଇଁ ବିବାହ ପରେ ଗୋଟିଏ ମଞ୍ଚରେ ଏକାଠି ନଜର ଆସିବେ ସବ୍ୟଅର୍ଚ୍ଚିତା (Sabyarchita)

ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ବିବାହ ପରେ ସେ ପ୍ରଥମ ଥର ପାଇଁ ଯୋଗ ଦେବେ ସିନେ ଉତ୍ସବ ରେ । ହଁ ବନ୍ଧୁ ଆପଣ ମାନେ ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଓଡ଼ିଆ ଫିଲ୍ମ୍ ର ଲୋକପ୍ରିୟ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସବ୍ୟସାଚୀ ଓ ଅର୍ଚ୍ଚିତା ରାଜସ୍ଥାନ ର ଏକ ରାଜା ପ୍ରସାଦ ରେ ବିବାହ କରିଛନ୍ତି ଏହି ବାହାଘର ଉତ୍ସବ ରେ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ର ସ ପରିବାର ଉପସ୍ଥିତ ଥିଲେ । ହିନ୍ଦୁ ପରମ୍ପରା ଅନୁସାରେ ସବ୍ୟସାଚୀ ଓ ଅର୍ଚ୍ଚିତା ବିବାହ କରିଥିଲେ ।

ପତି ପତ୍ନୀ ହେବା ପରେ ପ୍ରଥମ ଥର ପାଇଁ ଏହି ଯୋଡ଼ି କୁ ଦେଖିବାକୁ ମିଳିବ ତରଙ୍ଗ ସିନେ ଉତ୍ସବ ରେ ସେଥିପାଇଁ ଚାଲିଛି ସବ୍ୟ ଓ ଅର୍ଚ୍ଚିତା ଙ୍କ ନାଚ ପ୍ରାଟିସ୍ । ଆପଣ ମାନେ ଜାଣିଥିବେ ଯେ ତରଙ୍ଗ ସିନେ ପ୍ରଡକ୍ସନ ନିକଟ ରେ ତରଙ୍ଗ ଉତ୍ସବ ପାଳନ କରିଛି । ଯେଉଁଥିରେ ଯୋଗ ଦେବାକୁ ଯାଉଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା। ସେ ଏହି ସିନେ ଉତ୍ସବ ରେ ଆସିବା ବର୍ତ୍ତମାନ ସେ ନାଚ ପ୍ରାଟିଶ୍ କରୁଛନ୍ତି ଓ ଏହା ତାଙ୍କ ବିବାହ ଘର ର ପ୍ରଥମ ତରଙ୍ଗ ସିନେ ଉତ୍ସବ ରେ ଯୋଗ ଦେବେ ସବ୍ୟ ଓ ଅର୍ଚ୍ଚିତା ।

ସେ ଆଗରୁ ଏହି ସିନେ ଉତ୍ସବ ରେ ଆସୁଛନ୍ତି କିନ୍ତୁ ଯୋଡ଼ି ହିସାବ ରେ କିନ୍ତୁ ବର୍ତ୍ତମାନ ସେ ପତି ପତ୍ନୀ ହିସାବ ରେ । ଦର୍ଶକ ମାନେ ଏହି ଯୋଡ଼ି କୁ ଦେଖିବା ପାଇଁ ବହୁ ଅପେକ୍ଷା କରିଥାଆନ୍ତି । ତାଙ୍କ ନାଚ ପ୍ରାଟିସ କରାଉଛନ୍ତି ଗିରିଶ ଯିଏ କି ଜଣେ ଭଲ କୋରୀୟଗ୍ରଫର୍ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *