Breaking News

ଭିଡିଓ ଦେଖନ୍ତୁ – ଓଡିଶାର ଚର୍ଚିତ ଅଭିନେତ୍ରୀ ରାନୀ ପଣ୍ଡା (Rani Panda) କେମିତି ପଖାଳ ଦିବସ ପାଳନ କରିଲେ

ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଲିଉଡ ଜଗତର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ରାନୀ ପଣ୍ଡା।ସେ ସବୁବେକେ କିଛି ନା କିଛି କାରଣ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି।ତେବେ ଆପଣ ମାନେ ଜାଣିଥିବେ ତାଙ୍କୁ ଓଡ଼ିଶାର ସନି ଲିଓନି ମଧ୍ୟ କୁହାଯାଏ।ସେ ତାଙ୍କର ରୋକ ଠୋକ କଥା ପାଇଁ ସବୁବେଳେ ଚର୍ଚା ରେ ରହିଥାନ୍ତି।ତେବେ ବନ୍ଧୁଗଣ ଏବେ ରାନୀ ଙ୍କର ଗୋଟିଏ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡ଼ିଓ ରେ ଏମିତି କଣ କହିଛନ୍ତି ରାନୀ ପଣ୍ଡା ଯାହା ଖୁବ ମାତ୍ରାରେ ଭାଇରଲ ହେବାରେ ଲାଗିଛି।


ଆପଣ ମାନେ ସମସ୍ତେ ଜାଣିଥିବେ ଏହି ମାର୍ଚ୍ଚ 20 ତାରିଖରେ ବିଶ୍ୱ ପଖାଳ ଦିବସ ପାଳନ ହୋଇଥିଲା।ତେବେ ଏହି ଦିବସ ରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ସେଲିବ୍ରେଟି ସମସ୍ତେ ପଖାଳ ଖାଇ ଏହି ଦିବସ ଟିକୁ ପାଳନ କରିଥିଲେ ।
ତେବେ ଏହି ଦିବସ ରୁ ବାଦ ପଡି ନାହାନ୍ତି ଓଡ଼ିଶାର ସନି ଲିଓନି ରାନୀ ପଣ୍ଡା ସେ ପଖାଳ ଖାଇବା ସହ ସମସ୍ତଙ୍କୁ ପଖାଳ ଦିବସ ର ଅଭିନନ୍ଦନ ଜଣାଇଥିଲେ।ତେବେ ସେ ଏହି ଭିଡ଼ିଓ ମାଧ୍ୟମରେ କହିଥିଲେ ।ମୁଁ ଜଣେ ସାଧାରଣ ଜୀବନ ଯାପନ କରୁଥିବା ମଣିଷ ସାଧାରଣ ଗରିବ ନିରୀହ ଝିଅ ଟେ ମୁଁ।


ସେ ପୁଣି କହିଛନ୍ତି ମୁଁ ସବୁବେଳେ ସାଧା ସିଧା ଜୀବନ ଯାପନ କରିବାକୁ ଭଲ ପାଏ।ରାନୀ ପୁଣି କହିଛନ୍ତି ଆଜ୍ଞା ମୁଁ ନିଜେ ଖାଉଛି ଓ ମୋ ଦ୍ୱାରା ଯେତିକି ସମ୍ଭବ ସେତିକି ଲୋକଙ୍କୁ ମୁଁ ସାହାର୍ଯ୍ୟ କରୁଛି।ସେ କହିଛନ୍ତି ମୋ ଦ୍ୱାରା ଯାହା ଓ ଯେତିକି ହେଇପାରିବ ମୁଁ ସେତିକି ଲୋକମାନଙ୍କ ପାଇଁ କରୁଛି।ସେ ଆହୁରି ମଧ୍ୟ କହିଛନ୍ତି ମୁଁ କାହା ବୋପା ପଇସାରେ ଖାଉନି କି କାହା ଧନ ରେ ମୁଁ ବଡ ଲୋକ ନୁହଁ।ତେବେ ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *