Breaking News

ବିବାହ ପରେ ସବ୍ୟସଚୀ(Sabyasachi) ଅର୍ଚ୍ଚିତାଙ୍କ ସହ ଶଶୁର ଘର ଗଲେ, ଦେଖନ୍ତୁ ସେଠାରେ ତାଙ୍କ ଶଶୁର ତାଙ୍କୁ କଣ ଖାଇବା ପାଇଁ ଦେଲେ

ଆଜି ଆମେ ଜାଣିବା ଉଲିଉଡ୍ ର ସୁପର ଷ୍ଟାର୍ ଅଭିନେତା ସବ୍ୟସାଚୀ ତାଙ୍କ ବିବାହ ପରେ ପ୍ରଥମ ଥର ପାଇଁ ତାଙ୍କ ଶଶୁର ଘର କୁ ଯାଇଛନ୍ତି । ତାହାଲେ ଆସନ୍ତୁ ଜାଣିବା ସବ୍ୟସାଚୀ ଙ୍କୁ ତାଙ୍କ ଶଶୁର ଘରେ କେଉଁ ଭଳି ଭାବ ରେ ଚର୍ଚ୍ଚା କଲେ ଜାଣିବା ଆମର ଏହି ପେଜ ମାଧ୍ୟମରେ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ ସପ୍ତହ ରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ସେ ରାଜସ୍ଥାନ ରେ ବିବାହ କରିଥିଲେ ମଧ୍ୟ ଓଡ଼ିଆ ଘର ର ରୀତି ନୀତି ଅନୁଯାୟୀ ବିବାହ ସମ୍ପୂର୍ଣ ହୋଇଥିଲା । ତାଙ୍କ ବିବାହ ରେ କେବଳ ଉଭୟ ପରିବାର ଲୋକ ଉପସ୍ଥିତ ଥିଲେ । ତା ପରେ ସେ ଓଡ଼ିଶାକୁ ଫେରି ଆସିଥିଲେ । ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କର ବିବାହ ଘର ର ଭୋଜି ଭୁବନେଶ୍ବର ରେ ଦେଇଛନ୍ତି । ସେଥିପାଇଁ ସେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ନିମନ୍ତ୍ରଣ ଦେଇଥିଲେ ।

ସବ୍ୟସାଚୀ ଙ୍କ ନିମନ୍ତ୍ରଣ ରଖି ତାଙ୍କ ବିବାହ ଘର ଭୋଜି ରେ ଓଡ଼ିଆ ଫିଲ୍ମ୍ ଏବଂ ସିରିଏଲ୍ ଦୁନିଆ ର ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତା ଯୋଗ ଦେଇଥିଲେ । ହଁ ବନ୍ଧୁ ଗତ କିଛି ଦିନ ତଳେ ସବ୍ୟସାଚୀ ତାଙ୍କ ଶଶୁର ଘର କୁ ଯାଇଥିଲେ ଓ ସେଠାରେ ତାଙ୍କୁ ଢେର୍ ସାରା ଚର୍ଚ୍ଚା କରିବା ର ଫଟୋ ସେ ତାଙ୍କ ନିଜ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି । ସେ ତାଙ୍କ ଶଶୁର ଘରେ ବହୁତ୍ ଖୁସି ଥିବାର ନଜର ଆସିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *