Breaking News

ଓଡିଆ ହିରୋ ବା ରାଜନେତା ଅରିନ୍ଦମ ରାୟ (Arindam Roy) ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି

ଆପଣ ମାନେ ସମସ୍ତେ ଆମ ଓଲିଉଡ ଜଗତର ଫେମସ କଳାକାର ଅରିନ୍ଦମ ଙ୍କୁ ନିଶ୍ଚୟ ଜାଣିଥିବେ ।ତେବେ ଅରିନ୍ଦମ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ଆଜି ବହୁତ ଫେମସ ହେବା ସହ ବହୁତ ସାରା ଲୋକପ୍ରିୟତା ହାସଲ କରି ପାରିଛନ୍ତି।ଆପଣ ମାନେ ସମସ୍ତେ ଜାଣିଥିବେ ଅରିନ୍ଦମ ବହୁତ ଗୁଡିଏ ହିଟ ଫିଲ୍ମି କରିଛନ୍ତି ।ସେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ଆଜି ଓଲିଉଡ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ଅରିନ୍ଦମ ଏବେ ତାଙ୍କ ଫ୍ୟାନ ମାନଙ୍କୁ ଗୋଟିଏ ଖୁସି ଖବର ଦେଇଛନ୍ତି।ତେବେ ଡେରି ନ କରି ଆସନ୍ତୁ ଜାଣିବା କଣ ଖୁସି ଖବର ଦେଇଛନ୍ତି ଅରିନ୍ଦମ।


ତେବେ ଏହି ଖୁସି ଖବର ଟି ହେଲା ଅରିନ୍ଦମ ବାପା ହୋଇଛନ୍ତି।ଏ ନେଇ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସୂଚନା ଦେଇଛନ୍ତି।ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅରିନ୍ଦମ ହେଉଛନ୍ତି ଜଣେ ଲୋକପ୍ରିୟ ଅଭିନେତା ।ତେବେ ଏହି ଖୁସି ଖବର ଶୁଣି1 ତାଙ୍କ ଫ୍ୟାନ ମାନେ ବହୁତ ଉତ୍ସାହିତ ଅଛନ୍ତି।ଅରିନ୍ଦମ ଙ୍କର ଗୋଟିଏ ଶିଶୁ ପୁତ୍ର ଜନ୍ମ ନେଇଛି।


ତେବେ ବନ୍ଧୁଗଣ ଗତ ବର୍ଷ ଏହି ସୁପର ଷ୍ଟାର ଅରିନ୍ଦମ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ।ତେବେ ଆଜି ତାଙ୍କ ପତ୍ନୀ ଗୋଟିଏ ଶିଶୁ ପୁତ୍ର କୁ ଜନ୍ମ ଦେଇଛନ୍ତି।ଏହାପରେ ଅରିନ୍ଦମ ଙ୍କର ପାଖକୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ର ସୁଅ ଛୁଟିଛି। ବବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଏହି କିଛି ଦିନ ହେବ ଅରିନ୍ଦମ ବାପା ହେବାକୁ ନେଇ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ହେଉଥିଲା।ତେବେ ଆଜି ସେଇ ଚର୍ଚ୍ଚା ସତରେ ପରିଣତ ହୋଇଯାଇଛି।ତେବେ ଆଜି ସେଇ ଅପେକ୍ଷା ର ଅନ୍ତ ଘଟିଛି ଆଜି ତାଙ୍କ ପତ୍ନୀ ଗୋଟିଏ ଶିଶୁ ପୁତ୍ର କୁ ଜନ୍ମ ଦେଇଛନ୍ତି।ତେବେ ବନ୍ଧୁଗଣ ଏହି ଖବର ପାଇବା ମାତ୍ରେ ଅରିନ୍ଦମ ଙ୍କର ଫ୍ୟାନ ମାନେ ଖୁସି ହୋଇଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ସିରିଏଲ ଅଭିନେତ୍ରୀ ତନୁଜା ଖୁଡୀଙ୍କୁ (Ranjita Panigrahi) ନେଇ ଆସିଲା ବହୁତ ବଡ ଦୁଃଖ ଖବର, ଦୁଃଖରେ ଭାଙ୍ଗି ପଡିଲେ ରଞ୍ଜିତା

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ତାରା ତାରିଣୀ ଧାରାବାହିକ …

Leave a Reply

Your email address will not be published. Required fields are marked *