Breaking News

ସରକାରୀ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବଡ ଖୁସି ଖବର ଦେଲେ ସରକାର, ଏବେ ଏହି ସବୁ ସୁବିଧା ମିଳିବ

ବିଧାନ ସଭା ରୁ ଏକ ବଡ଼ ସଂକଳ୍ପ ଆସିଛି ଯେ । ଯେଉଁ ପିଲା ମାନେ ସରକାରୀ ହାଇସ୍କୁଲ ପାଠ ପଢୁଛନ୍ତି ସେମାନ ଙ୍କ ପାଇଁ ଏକ ବଡ଼ ଖବର । ହଁ ବନ୍ଧୁ ସରକାରୀ ହାଇସ୍କୁଲ ପଢୁଥିବା ପିଲା ମାନ ଙ୍କୁ ୧୫% ସଂରକ୍ଷଣ । ମେଡିକାଲ୍ ଓ ଇଞ୍ଜିନିୟର କ୍ଷେତ୍ର ରେ ୧୨% ସଂରକ୍ଷଣ ପାଇଁ ଗୃହ ରେ ସଂକଳ୍ପ ଅଣାଯାଇଛି । ଆଜି ମହାତ୍ମା ଗାନ୍ଧୀ ଙ୍କ ର ଓଡ଼ିଶା ଆଗମନ ୧୦୦ ବର୍ଷ ପୂର୍ତ୍ତି ପାଳନ ରହିଛି ଓ ଏଥିପାଇଁ ବିଧାନ ସଭା ରେ ଏକ ସ୍ବତନ୍ତ୍ର ଆଲୋଚନା ରହିଥିଲା ଓ ଏହି ଆଲୋଚନା ରେ ଆମ ମୁଖ୍ୟ ମନ୍ତ୍ରୀ ଏକ ସ୍ଵତନ୍ତ୍ର ନୂଆ ସଂକଳ୍ପ ଆଣିବେ ବୋଲି ମଧ୍ୟ କୁହାଯାଉଥିଲା ।

ମୁଖ୍ୟ ମନ୍ତ୍ରୀ ଙ୍କ ର ଏହି ବଡ଼ ସଂକଳ୍ପ ହେଲା ଯେ ଯେଉଁ ପିଲା ମାନେ ସରକାରୀ ହାଇସ୍କୁଲ ପାଠ ପଢୁଛନ୍ତି ତାଙ୍କୁ ୧୫% ସଂରକ୍ଷଣ ମିଳିବ । ମେଡିକାଲ୍ ଓ ଇଞ୍ଜିନିୟର କ୍ଷେତ୍ର ରେ ସରକାରୀ ହାଇସ୍କୁଲ ପିଲା ମାନେ ଆଗ୍ରହୀ ଅଛନ୍ତି ସେମାନ ଙ୍କୁ ୧୫% ସଂରକ୍ଷଣ ପାଇଁ ଗୃହ ରେ ସଂକଳ୍ପ ଅଣାଯାଇଛି । ଯେ ହାଇ ସ୍କୁଲ ରେ ପଢୁଥିବା ପିଲା ମାନ ଙ୍କ ପାଇଁ ମେଡିକାଲ୍ କଲେଜ ଓ ଇଞ୍ଜିନିୟର କଲେଜ୍ ପାଇଁ ୧୫% ସଂରକ୍ଷଣ ପାଇଁ ମୁଖ୍ୟ ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ଯାହାକୁ ଉଭୟ ବିରୋଧୀ ଏବଂ ସରକାରୀ ସଦସ୍ୟ ମାନେ ସ୍ବାଗତ କରିଥିଲେ ।

ବିରୋଧୀ ଦଳ ମାନେ କହିଥିଲେ ଏହା ଏକ ଭଲ ପ୍ରସ୍ତାବ । ଯେଉଁ ଭଳି ଭାବେ ସରକାରୀ ପିଲା ପାଠ ପଢା ରୁ ବଞ୍ଚିତ ହେଉଛନ୍ତି ଓ ସେମାନ ଙ୍କ ପାଖ ରେ ମେରିଟ୍ ରହିଛି ଓ ସେମାନେ ଆଡ଼ମିଶନ ନେଇଁପରୁନାହନ୍ତି ମେଡିକାଲ୍ କଲେଜ କଥା କହୁନ୍ତୁ କି ଇଞ୍ଜିନିୟର କଲେଜ୍ ଏହାକୁ ମଧ୍ୟ ନିଷ୍ପତି କୁ ସମସ୍ତେ ପ୍ରଶଂସା କରିଥିଲେ ।

ମହାତ୍ମା ଗାନ୍ଧି ନୀତି ଓ ଆଦର୍ଶ ଉପରେ ଆଜି ଆଲୋଚନା କରାଯାଇଛି ଗୃହ ରେ ଏବଂ କୁହାଯାଉଥିଲା ଆଜି ମୁଖ୍ୟ ମନ୍ତ୍ରୀ ଏକ ବଡ଼ ସଂକଳ୍ପ ଆଣିବେ । ସେ ସଂକଳ୍ପ ଟି ହଉଛି ସରକାରୀ ହାଇସ୍କୁଲ ପାଠ ପଢୁଥିବା ପିଲା ମାନେ ୧୫% ସଂରକ୍ଷଣ ମେଡିକାଲ୍ ଓ ଇଞ୍ଜିନିୟର କଲେଜ୍ ପାଇଁ ଗୃହ ରେ ସଂକଳ୍ପ ଅଣାଯାଇଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *