Breaking News

ଓଡିଆ ଚଳଚିତ୍ର ନାୟିକା ଶିବାନୀ (Sivani)ଙ୍କ ପୁରା ପରିବାର ଫଟୋ ଆଲବମ ପ୍ରଥମ ଥର ପାଇଁ ଦେଖନ୍ତୁ, ଆଗରୁ ଦେଖି ନଥିବେ

ଆପଣ ମାନେ ଜାଣିଥିବେ ଆମ ଓଲିଉଡ ଜଗତରେ ଅନେକ ସୁନ୍ଦର ଅଭିନେତ୍ରୀ ମାନେ ଅଛନ୍ତି ।ଏହି ହିରୋଇନ ମାନେ କିଛି ନା କିଛି କାରଣ ପାଇଁ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି।ତେବେ ଏହି ଓଲିଉଡ ହିରୋଇନ ମାନେ ଖାଲି ଓଲିଉଡ ରେ ନୁହେଁ ବରଂ ଅନ୍ୟ ଇଣ୍ଡଷ୍ଟ୍ରିରେ ମଧ୍ୟ ଲୋକପ୍ରିୟତା ପାଇବାରେ ଲାଗିଛନ୍ତି।ଆମ ଓଲିଉଡ ଜଗତରେ ଏମିତି ବହୁତ କଳାକାର ମାନେ ଅଛନ୍ତି ଯେଉଁମାନେ ଖୁବ କମ ସମୟରେ ବହୁତ ଫେମସ ହୋଇ ପାରିଛନ୍ତି ଓ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ତେବେ ବନ୍ଧୁଗଣ ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କର ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଫେମସ ଅଭିନେତ୍ରୀ ଶିବାନୀ ।ବନ୍ଧୁଗଣ ଆପଣ ମାନେ ତ ଶିବାନୀ ଙ୍କୁ ନିଶ୍ଚୟ ଜାଣିଥିବେ।ସେ ନିଜର ସୁନ୍ଦର ଅଭିନୟ ପାଇଁ ସେ ଲୋକମାନଙ୍କ ମନ ଜିତିପାରିଛନ୍ତି।ତେବେ ସେ ଆରମ୍ଭରୁ ହିଁ ଦମଦାର ଅଭିନୟ କରିଛନ୍ତି ଓ ଏବେ ବି ତାଙ୍କର ସୁନ୍ଦର ଅଭିନୟ ଜାରି ରଖିଛନ୍ତି।


ତେବେ ଆପଣ ମାନେ ସମସ୍ତେ1 ଜାଣିଥିବେ ଶିବାନୀ ଖୁବ କମ ବୟସରୁ ବହୁତ ସଫଳତା ହାସଲ କରିଛନ୍ତି ସେ 2017 ମସିହାରେ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ।ତେବେ ଶିବାନୀ ସିଷ୍ଟର ଶ୍ରୀଦେବୀ ଚଳଚିତ୍ର ରୁ ତାଙ୍କ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ଆପଣ ଜାଣି ଆଚର୍ଜ ହେବେ ଯେ ସେ ମିତ ରେ ମିତ ଚଳଚିତ୍ରରେ ମଧ୍ୟ ଅଭିନୟ କରିଥିଲେ, ସେହି ଚଳଚିତ୍ରରେ ସେ ଜଣେ ଚାଇଲଡ ଆକ୍ଟ୍ରେସ ଭାବେ ଅଭିନୟ କରିଥିଲେ।

ତେବେ ବନ୍ଧୁଗଣ ଶିବାନୀ ପ୍ରାୟ ସମସ୍ତ ଫେମସ ହିରୋ ମାନଙ୍କ ସହ ଅଭିନୟ କରିଛନ୍ତି। ତେବେ ବନ୍ଧୁଗଣ ଶିବାନୀ ଏବେ ବିଜ୍ଞାନରେ ଯୁକ୍ତ 2 କରୁଛନ୍ତି।ତେବେ ଶିବାନୀ ବହୁତ ଭଲ ପାଠ ପଢୁଛନ୍ତି ଓ ତାଙ୍କର ସଂଗୀତ ପ୍ରତି ମଧ୍ୟ ରୁଚି ରହିଛି।ତେବେ ସେ ଏକ ସାକ୍ଷାତକାର ରେ କହିଛନ୍ତି ସେ ଭବିଷ୍ୟତ ରେ ସଙ୍ଗିତ ଉପରେ ଧ୍ୟାନ ଦେବେ ବୋଲି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *