Breaking News

ଓଡିଆ ହିରୋ ସ୍ଵରାଜ ବାରିକ (Swaraj Barik)ଙ୍କ ବାସ୍ତବ ପ୍ରେମିକାଙ୍କ ଫଟୋ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଲିଉଡ ଜଗତରେ ଏମିତି ବହୁତ କଳାକାର ମାନେ ଅଛନ୍ତି ଯେଉଁମାନେ ନିଜର ଜୀବନ ଶୈଳୀ କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି।ତେବେ ବନ୍ଧୁଗଣ ଏହି କଳାକାର ମାନେ କଣ କରୁଛନ୍ତି ଓ ତାଙ୍କ ଜୀବନ ସାଥୀ କିଏ ଏହି କଥା ଗୁଡିକ ଜାଣିବା ପାଇଁ ଲୋକମାନଙ୍କ ଚାହିଁଥାନ୍ତି।ତେବେ ବନ୍ଧୁଗଣ ଆମେ ଆଜି ଏମିତି ଜଣେ ଚର୍ଚ୍ଚିତ କଳାକାର ଙ୍କ ଜୀବନ ସାଥି ଙ୍କ ବିଷୟରେ ଜାଣିବା।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପ୍ରତ୍ୟେକ କଳାକାର ତାଙ୍କ ଲଭ ଅଫେୟାକୁ ନେଇ ଚର୍ଚ୍ଚା ହେବା ଏକ ସାଧାରଣ କଥା ଅଟେ। ତେବେ ଏହି କଳାକାର ମାନଙ୍କ ବିଷୟରେ ଓ ତାଙ୍କ ଲଭର ମାନଙ୍କ ବିଷୟରେ ଜାଣିବା ପାଇଁ ତାଙ୍କ ଫ୍ୟାନ ମାନେ ବହୁତ ଉତ୍ସାହିତ ଥାନ୍ତି।ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ ଓଲିଉଡ ଲୋକପ୍ରିୟ କଳାକାର ସ୍ଵରାଜ ଙ୍କ ବିଷୟରେ ।ତେବେ ବନ୍ଧୁଗଣ ଡେରି ନ କରି ଆସନ୍ତୁ ଜାଣିବା।


ବନ୍ଧୁଗଣ ଆପଣ ମାନେ ସମସ୍ତେ ସ୍ଵରାଜ ଙ୍କୁ ନିଶ୍ଚୟ ଜାଣିଥିବେ।ସ୍ୱରାଜ ଜଣେ ଓଲିଉଡ ଜଗତର ଚର୍ଚ୍ଚିତ ଚେହେରା।ସ୍ୱରାଜ ବହୁତ କମ ବୟସରୁ ଓଲିଉଡ ଜଗତରେ କାମ କରିଛନ୍ତି।ସେ ବାଲ୍ୟ କଳାକାର ଭାବରେ ନିଜ କ୍ୟାରିୟର ଆରମ୍ଭ କରିଥିବା ସ୍ୱରାଜ ତୁ ମୋ ଲଭ ଷ୍ଟୋରି ଚଳଚିତ୍ର ରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ।ତେବେ ବର୍ତ୍ତମାନ ସ୍ୱରାଜ ଅନେକ ଗୁଡିଏ ଚଳଚିତ୍ର ରେ ଅଭିନୟ କରି ସାରିଲେଣି।

ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିବା ସହ ଓଲିଉଡ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ତେବେ ସ୍ୱରାଜ ଯେତେବେଳେ ନିଜର ପ୍ରଥମ ଫିଲ୍ମି କରିଥିଲେ ତାଙ୍କ ଓପୋଜିଟରେ ଭୂମିକା ଥିଲେ।ତେବେ ଲୋକମାନଙ୍କୁ ଏହି ଯୋଡି ଏତେ ପସନ୍ଦ ଲାଗିଥିଲା ଯେ ଲୋକେ ଭାବୁଥିଲେ ଏହି ଦୁଇଜଣ ରିଲେସନସିପରେ ଅଛନ୍ତି।

ତେବେ ଏହି ଦୁଇଜଣ ଙ୍କୁ ବହୁତ ଗୁଡିଏ ଜାଗାରେ ଏକାଠି ମଧ୍ୟ ଦେଖା ଯାଇଛି। ଏହା ପରେ ସ୍ୱରାଜ ଏବଂ ଶିବାନୀଙ୍କ ଅନେକ ଫୋଟ ଭାଇରାଲ ହୋଇଥିଲା | ତେବେ ଏକ ସାକ୍ଷାତ କାର ରେ ସ୍ୱରାଜ ଙ୍କୁ ପଚାରାଯାଇଥିଲା ତାଙ୍କ ସାଥି କିଏ ବୋଲି ସେ କହିଥିଲେ ସେ ପୁରା ସିଙ୍ଗଲ ଅଛନ୍ତି ଓ ସେ ନିଜ କ୍ୟାରିଅର ଉପରେ ଫୋକସ କରୁଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ସିରିଏଲ ଅଭିନେତ୍ରୀ ତନୁଜା ଖୁଡୀଙ୍କୁ (Ranjita Panigrahi) ନେଇ ଆସିଲା ବହୁତ ବଡ ଦୁଃଖ ଖବର, ଦୁଃଖରେ ଭାଙ୍ଗି ପଡିଲେ ରଞ୍ଜିତା

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ତାରା ତାରିଣୀ ଧାରାବାହିକ …

Leave a Reply

Your email address will not be published. Required fields are marked *