Breaking News

ଏହି ହିରୋଇନ ଙ୍କୁ ବିବାହ କଲେ ରୁଦ୍ର ଙ୍କର ସାନ ଭାଇ, ଜିନା ଓ ରୁଦ୍ର (Zeena Rudra) ଏହି ବିବାହ ରେ ଖୁବ ଡ୍ୟାନ୍ସ କଲେ..

ଆପଣ ମାନେ ସମସ୍ତେ ଜିନା ଙ୍କୁ ନିଶ୍ଚୟ ଜାଣିଥିବେ ।ଜିନା ହେଉଛନ୍ତି ଜଣେ ଲୋକପ୍ରିୟ ଅଭିନେତ୍ରୀ।ଜିନା ଦେଖିବାକୁ ଯେତିକି ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ବହୁତ ସୁନ୍ଦର ।ତେବେ ଜିନା ତାଙ୍କର ଏହି ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରିବା ସହ ବହୁତ ଫେମସ ହୋଇପାରିଛନ୍ତି।


ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଜିନା ବିବାହ ବନ୍ଧନ ରେ ବାନ୍ଧି ହୋଇସାରିଛନ୍ତି।ଏହି ବିବାହ କୁ ନେଇ ଗୋଟିଏ ରିଆଲିଟି ସୋ ହୋଇଥିଲା ଏବଂ ସେଠାରେ ସେ ରୁଦ୍ରଙ୍କୁ ତାଙ୍କ ଜୀବନ ସାଥି ରୂପେ ବାଛିଥିଲେ।ତେବେ ବନ୍ଧୁଗଣ ଏହି ସୋ ରେ ରୁଦ୍ର ଜୀନାଙ୍କୁ ବହୁତ ଭଲ ପାଆନ୍ତି ସେଥିପାଇଁ ସେ ସୋ ଜିତିଥିଲେ ଏବଂ ଜୀନା ମଧ୍ୟ ରୁଦ୍ରଙ୍କ ପ୍ରେମ ଦେଖି ତାଙ୍କ ହାତରେ ନିଜ ହାତ ଦେଇଥିଲେ |ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ଟି।


ତେବେ ବନ୍ଧୁଗଣ ଏହି ଭଳି ସୋ ଗୁଡିକ ରେ ହୋଇଥିବା ବିବାହ ଗୁଡିକ ବହୁ ଦିନ ତିଷ୍ଠି ନଥାଏ।କିନ୍ତୁ ଜିନା ଓ ରୁଦ୍ର ଆଜି ମଧ୍ୟ ବହୁତ ଖୁସିରେ ଅଛନ୍ତି।ଏହି ଦୁଇଜଣ ସାଙ୍ଗ ହୋଇ ବହୁତ ସମୟ ବିତାଇ ଥାନ୍ତି ଏହା ତାଙ୍କ ସୋସିଆଲ ମିଡ଼ିଆ ରୁ ଜଣା ପଡେ କାରଣ ସେ ଏକାଠି ବୁଲିବା ବେଳର ଫଟୋ ଗୁଡିକ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରନ୍ତି।


ବନ୍ଧୁଗଣ ଏବେ ନିକଟରେ ଜିନା ଙ୍କର ଭଉଣୀ ଙ୍କର ବିବାହ ହୋଇଥିଲା ତେବେ ସେ ଜଣେ ଓଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ପ୍ରଡୁସରଙ୍କୁ ବିବାହ କରିଥିଲେ |ଜିନା ଙ୍କର ଭଉଣୀ ମଧ୍ୟ ଜିନା ଙ୍କ ଠାରୁ କମ ନୁହନ୍ତି।ସେ ଜିନା ଙ୍କ ଠାରୁ ଆହୁରି ସୁନ୍ଦର ମଧ୍ୟ। ତେବେ ବନ୍ଧୁଗଣ ସେ ଏକ ଲେହେଙ୍ଗା ପିନ୍ଧିଥିଲେ ଏବଂ ବହୁତ ମସ୍ତି କରିଥିଲେ।ଓ ଦୁଲହନଙ୍କ ସହ ଫଟୋ ଉଠାଇବା ସହ ରୁଦ୍ର ଙ୍କ ସାଥିରେ ଖୁବ ଡ୍ୟାନ୍ସ ମଧ୍ୟ କରିଥିଲେ।ତେବେ ଏହି ବିବାହ ରେ ଜିନା ଓ ରୁଦ୍ର ଙ୍କ ବ୍ୟତୀତ ଆହୁରି ମଧ୍ୟ ଅନେକ କଳାକାର ମାନେ ଉପସ୍ଥିତ ଥିଲେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *