Breaking News

Ollywood ଜଗତର ଲୋକପ୍ରିୟ ଅଭିନେତ୍ରୀ ଶୀତଳ ପାତ୍ର (Sheetal Patra) ରାତା ରାତି ଲୁଚି କରି ବିବାହ କରି ନେଲେ

ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଶୁଣା ଅଭିନେତ୍ରୀ ଜିଆ ବହୁ କମ୍ ସମୟ ରେ ଜବରଦସ୍ତ ଅଭିନୟ ଫଳ ରେ ଲୋକ ପ୍ରିୟ ହୋଇପାରିଛନ୍ତି । ଦର୍ଶକ ବନ୍ଧୁ ଆମେ କହୁଛୁ ଓଡ଼ିଆ ଇଣ୍ଡଷ୍ଟ୍ରି ର ନମ୍ୱର୍ ୱାନ ହିରୋଇନ୍ ଶୀତଳ । ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କୁ ଅନେକ ଫିଲ୍ମ୍ ରେ । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ବହୁତ୍ କାମ ଦିନ ରେ ଲୋକ ପ୍ରିୟ ହବା ସହିତ ଉଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି ।

ଆପଣ ମାନେ ଦେଖିଥିବେ ଶୀତଲ ଭଲ ଅଭିନୟ କରିବା ସହିତ ଭଲ ନାଚ ମଧ୍ୟ କରନ୍ତି । ସେ ତାଙ୍କ ଅଭିନୟ ଯାଦୁ ରେ ଦର୍ଶକ ମାନ ଙ୍କୁ ବାନ୍ଧି ରଖିଛନ୍ତି ଓ ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ କୁ ବହୁତ୍ ପସନ୍ଦ କରିଥାନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହବା ରେ ଲାଗିଛି ଶୀତଲ ଙ୍କ ଏକ ଫଟୋ ଯେଉଁଥିରେ ସେ ବୋହୂ ବେଶ୍ ରେ ନଜର ଆସିଛନ୍ତି ଆଉ ଯାହାକୁ ଦର୍ଶକ ମାନେ ଦେଖି ଭାବୁଛନ୍ତି ଯେ ଶୀତଳ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ଦର୍ଶକ ବନ୍ଧୁ ଆମେ ଏଠି କହି ରଖୁଛୁ ଯେ ଏହି ବିବାହ ଟି ସତ୍ କିନ୍ତୁ ରିଲ୍ ଲାଇଫ ରେ ରିଅଲ ଲାଇଫ ରେ ନୁହେଁ । ଏହି ଫଟୋ ତାଙ୍କର ସୁଟିଂ ସେଟ୍ ର ଯାହା ଆଗକୁ ଆସିବାକୁ ଯାଉଛି ଏହି ଫିଲ୍ମ୍ ର ନା ଟି ହଉଛି ଆସିଡେଣ୍ଟାଲ୍ ମ୍ୟାରେଜ୍ ଯାହା ସୁଟିଂ ବର୍ତ୍ତମାନ ଖୁବ୍ ଜୋର୍ ସୋର୍ ରେ ଚାଲିଛି ଏହି ଫିଲ୍ମ୍ ଟି ଖୁବ୍ ଶୀଘ୍ର ରିଲିଜ୍ ହବ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *