Breaking News

ସରକାର ଜାରି କରିଲେ କରୋନା ପାଇଁ ଏପ୍ରିଲ ମାସର ଗାଇଡଲାଇନ, ଦେଖନ୍ତୁ କେଉଁ କେଉଁ ଜିନିଷ ଉପରେ କଟକଣା ଲାଗିଛି

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଜାରି କଲେ ନୂଆ ଗାଇଡ ଲାଇନ୍ ଏପ୍ରିଲ୍ ମାସ ପାଇଁ ଜାରି ହୋଇଛି ଗାଇଡ ଲାଇନ୍ ଅପ୍ରିଲ ୧ ରୁ ୩୦ ଯାଏ ଜାରି ହବ କଡ଼ା କଟକଣା । ୫ ମାସ ପରେ ଦୈନିକ ସଂକ୍ରମଣ ବଢୁଥିବାରୁ କଟକଣା କୁ କଡାକଡି କରାଯାଇଛି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରେ ଟେଷ୍ଟ ଓ କନ୍ତାକ୍ଟ ଟ୍ରେଶିଂ କରିବାକୁ ନେଇ ନିର୍ଦ୍ଦେଶ ଦିଆ ଯାଇଛି । ଏପ୍ରିଲ୍ ଏକ ରୁ ୩୦ ତାରିଖ ପର୍ଯ୍ୟନ୍ତ ନିୟମ କୁ କଡ଼ା କଡି କରାଯିବ ବୋଲି କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି ।

ଏଥିରେ ମୁଖ୍ୟ ଶାସନ ସଚିବ ମାନଂକୁ ଚିଠି ଲେଖି କହିଛନ୍ତି କେନ୍ଦ୍ର ଗୃହ ର ମୁଖ୍ୟ ସଚିବ ଅଜୟ ବଳାଃ ଯେ କରୋନା ନିୟମକୁ କଡ଼ା କଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହଁ ବନ୍ଧୁ କେନ୍ଦ୍ର ଜାରୀ କରିଥିବା ଏହି ଗାଇଡ୍ ଲାଇନ୍ ରେ ମଧ୍ୟ ଉଲ୍ଲେଖ ଅଛିଯେ ଯେ ପୂର୍ବଭଳି କଣ୍ଟେନେ ମେଣ୍ଟ ଜୋନ୍ ରହୁଥିଲା ଓ ବତା ବାଡ ଦେଇ ସେହି ସ୍ଥାନକୁ ଲକ କରାଯାଉଥିଲା ଯେମିତି କି ସେହି ଅଞ୍ଚଳ ରୁ କେହି ବାହାର କୁ ଯାଇପରିବନି ଓ କେହି ବାହାରୁ ଆସିପାରିବେ ନାହିଁ ।ଏହି କଣ୍ଟେନେ ମେଣ୍ଟ ଜୋନ୍ ରହିବ ଓ ଏହା କୁ କେବଳ ଜିଲ୍ଲା ଅଧିକାରୀ ମାନେ ସଂକ୍ରମଣ କୁ ଦେଖି କରିବେ ।

ଯେଉଁ ଜାଗାରୁ କରୋନା ସଂକ୍ରମଣ ବାହାରିବେ ସେ ସ୍ଥାନ ର ଚାରିପଟ ଲକ୍ କରିବା ସହିତ ପାଖା ପାଖି ରହୁଥିବା ଲୋକ ମାନ ଙ୍କ ର ଟେଷ୍ଟ କରାଯିବ । ଆହୁରି ମଧ୍ୟ ଫାଇନି ପାଇଁ ମଧ୍ୟ ନିର୍ଦ୍ଦେଶ ଆସିଛି । ଜେଉ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳ ରେ ଲୋକ ମାନେ ମାସ୍କ ଓ ସାମାଜିକ ଦୂରତା ମାନୁ ନାହାଁନ୍ତି ତାଙ୍କ ଠାରୁ ଫାଇନୀ ଆଦାୟ କରାଯିବ ବୋଲି ନିର୍ଦ୍ଦେଶ ଆସିଛି । ହଁ ବନ୍ଧୁ ଆମେ ପୁଣିଥରେ କହିରଖୁଛୁ ଯେ ଏପ୍ରିଲ୍ ମାସ ପାଇଁ କୋଭିଡ୍ ଗାଇଡ ଲାଇନ କଡ଼ା କଡ଼ି କରିବା ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *