Breaking News

Ollywood ର ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ନଣନ୍ଦ ଓ ଭାଉଜ ମାନେ ବି କୌଣସି ଓଡିଆ ହିରୋଇନ ମାନଙ୍କ ଠାରୁ କମ ନୁହନ୍ତି

ଆସନ୍ତୁ ଜାଣିବା ଓଡ଼ିଆ ଧାରାବାହିକ ରେ ଅଭିନୟ କରୁଥିବା କେତେକ ଜଣା ଶୁଣା ଅଭିନେତ୍ରୀ ଙ୍କ ବିଷୟ ରେ ଯେଉଁ ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ବା ଆଗକୁ ହବା କୁ ଯାଉଛନ୍ତି । ତାହାଲେ ଆସନ୍ତୁ ଜାଣିବା

୧- ଲିପି ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାରା ତରେଣି ରେ ଜବରଦସ୍ତ ଅଭିନୟ କରିବା ର । ସେ ଧାରାବାହିକ କରିବା ସହିତ ବହୁତ୍ ଗୁଡ଼ିଏ ଆଲବମ୍ ଗୀତ ଓ ଫିଲ୍ମ୍ ମଧ୍ୟ କରିଛନ୍ତି । ଯାହା ଫଳରେ ସେ ଆଜି ଲୋକ ପ୍ରିୟ ହୋଇପାରିଛନ୍ତି । ଇଏ ଲିପି  ଙ୍କ ଭାଉଜ ।

୨- ପ୍ରିୟଙ୍କା ଆପଣ ମାନେ ନିଶ୍ଚୟ ଦେଖିଥିବେ ପ୍ରିୟଙ୍କା କୁ ତେଜସ୍ଵୀନ ଧାରାବାହିକ ରେ । ଟଙ୍କାର ଜବରଦସ୍ତ ଅଭିନୟ ତାଙ୍କୁ ଆଜି ଲୋକ ପ୍ରିୟ କରିପାରିଛି ।


୩- ଜୀନା ହିଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଜୀନା ଙ୍କୁ ସେ ଅନେକ ଧାରାବାହିକ କରିବା ସହିତ ସେ ବହୁ ଗୁଡ଼ିଏ ଆଲବମ୍ ଗୀତ ଓ ଓଡ଼ିଆ ଫିଲ୍ମ୍ ମଧ୍ୟ କରିଛନ୍ତି । ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ପ୍ରିୟ ହୋଇ ପାରିଛନ୍ତି ।


୪- ଝିଳିକ୍ ଭଟ୍ଟାଚାର୍ଯ୍ୟ ଆପଣ ମାନେ ନିଶ୍ଚୟ ଜାଣିଥିବେ ଝିଲିକ୍ ଙ୍କୁ ସେ ସୁକିନ୍ଦା ର ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି ।। ସେ ତାଙ୍କ ଶଶୁର ଘରେ ବର୍ତ୍ତମାନ ରହୁଛନ୍ତି । ଇଏ ଝିଲିକ  ଙ୍କ   ନଣନ୍ଦ

୫- ଅର୍ଚ୍ଚିତା ଆପଣ ମାନେ ନିଶ୍ଚୟ ଜାଣିଥିବେ ଗତ କିଛି ଦିନ ତଳେ ଅର୍ଚ୍ଚିତା ଓ ସବ୍ୟସାଚୀ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଅର୍ଚିତାଙ୍କର କୌଣସି ନଣନ୍ଦ  ନାହାନ୍ତି   । ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *