Breaking News

ଭିଡିଓ ଦେଖନ୍ତୁ – Bollywood ହିରୋ ଗୋବିନ୍ଦାଙ୍କୁ ଓଡିଆ ନାୟିକା ଅର୍ଚ୍ଚିତା(Archita) ନିଜ ହାତରେ ରୋଷେଇ କରି ଖାଇବା ପାଇଁ ଦେଲେ

ପ୍ରଥମ ଥର ପାଇଁ ନିଜ ହାତ ରେ ରୋଷେଇ କରି ଗୋବିନ୍ଦା ଙ୍କୁ ଦେଇଛନ୍ତି ଗୋବିନ୍ଦା କଣ ରହିଛି ଏହା ପଛ ର ସତ୍ୟତା ଆସନ୍ତୁ ଜାଣିବା ।ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସେ ରାଜସ୍ଥାନ ରେ ବିବାହ କରିଥିଲେ ମଧ୍ୟ ଓଡ଼ିଆ ଘର ର ରୀତି ନୀତି ଅନୁଯାୟୀ ବିବାହ ସମ୍ପୂର୍ଣ ହୋଇଥିଲା ।

ତାଙ୍କ ବିବାହ ରେ କେବଳ ଉଭୟ ପରିବାର ଲୋକ ଉପସ୍ଥିତ ଥିଲେ । ତା ପରେ ସେ ଓଡ଼ିଶାକୁ ଫେରି ଆସିଥିଲେ । ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କର ବିବାହ ଘର ର ଭୋଜି ଭୁବନେଶ୍ବର ରେ ଦେଇଛନ୍ତି । ତାଙ୍କ ଏହି ରିଶେପେଶନ୍ ରେ ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ଯୋଗ ଦେଇଥିଲେ । ଏହି ବିବାହ ଘରେ ମଧ୍ୟ ଅର୍ଚ୍ଚିତା ଙ୍କ ବଡ଼ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ । ଆଜି ଆମେ ଜାଣିବା କେଉଁ ବଲିଉଡ୍ ର ଅଭିନେତା ସବ୍ୟସାଚୀ ଙ୍କ ଘର କୁ ଆସିଥିଲେ ଓ କଣ ପାଇଁ ।

ହଁ ବନ୍ଧୁ ସେ ଆଉ କେହି ନୁହନ୍ତି ସେ ହଉଛନ୍ତି ବଲିଉଡ୍ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ଗୋବିନ୍ଦା । ହଁ ବନ୍ଧୁ ବଲିଉଡ୍ ସୁପର ଷ୍ଟାର୍ ଗୋବିନ୍ଦା ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କୁ ସାକ୍ଷାତ କରିବା ସହିତ ତାଙ୍କୁ ବିବାହ ର ଶୁଭେଚ୍ଛା ଶୁଭ କାମନା ଜଣାଇଛନ୍ତି । ଆଉ ଅର୍ଚ୍ଚିତା ତାଙ୍କ ନିଜ ହାତ ରେ ରୋଷେଇ କରି ଗୋବିନ୍ଦା ଖାଇବାକୁ ଦେଇଛନ୍ତି । ଉଲିଉଡ୍ ସୁପର ଷ୍ଟାର୍ ମାନେ ଗୋବିନ୍ଦା ଙ୍କୁ ଦେଖା କରିବା ସହିତ ଫଟୋ ମଧ୍ୟ ଉଠାଇଛନ୍ତି । ସେ ଫଟୋ ଗୁଡ଼ିକୁ ସେ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *