Breaking News

ଦେଖନ୍ତୁ ଭିଡିଓ – ଗୋବିନ୍ଦାଙ୍କ ପାଦ ଛୁଇଁଲେ ଓଡିଆ ଅଭିନେତା ସ୍ଵରାଜ(Swaraj), ଗୋବିନ୍ଦା ତାଙ୍କୁ ଏହି କଥା କହିଲେ

ଆପଣ ମାନେ ଜାଣିଥିବେ ଆମ ଉଲିଉଡ୍ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ତଥା ନବାଗତ ହିରୋ ଭାବେ ପରିଚିତ ସ୍ବରାଜ ବାରିକ୍ । ସ୍ବରାଜ ଭାବ ବିହୋଲ ହୋଇଗଲେ ବଲିଉଡ ଚଳଚ୍ଚିତ୍ର ଜଗତର ସୁପର ଷ୍ଟାର୍ ଗୋବିନ୍ଦା ଙ୍କୁ ପାଖ ରେ ପାଇ । ସେତିକି ନୁହେଁ ବନ୍ଧୁ ଭାବ ବିହୋଳ ହୋଇଯାଇଥିଲେ ଆଉ ପାଦ ଗୋବିନ୍ଦା ଙ୍କ ପାଦ ଧରି ପକାଇଥିଲେ । ହଁ ବନ୍ଧୁ ଏହି ଦୃଶ୍ୟ ତି ଘଟିଛି ତରଙ୍ଗ ସିନେ ପ୍ରଡକ୍ସନ ନିକଟ ରେ ତରଙ୍ଗ ଉତ୍ସବ ପାଳନ କରିଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଗୋବିନ୍ଦା କୁ ନିମନ୍ତ୍ରଣ କରାଯାଇଥିଲା । ସ୍ବରାଜ ବାରିକ୍ ଗୁରୁ ଗୋବିନ୍ଦା କୁ ଦେଖି ଭାବ ବିହୋଳ ହୋଇଯାଇଥିଲେ ଆଉ ତାଙ୍କୁ ଦେଖି ଅନ୍ଥୋଇ ଯାଇଥିଲେ ଓ ପାଦ ଧରି ଆର୍ଶୀବାଦ ନେଇଛନ୍ତି । ଗୋବିନ୍ଦା ତାଙ୍କୁ କହିଛନ୍ତି ସେ ଜଣେ ଭଲ କଳାକାର। ସ୍ବରାଜ ଙ୍କୁ ଉଲିଉଡ୍ ଗୋବିନ୍ଦା ବୋଲି କହିଛନ୍ତି ନିଜେ ଗୋବିନ୍ଦା । ଆପଣ ମାନେ ଜାଣିଥିବେ ଯେ ଗୋବିନ୍ଦା ତରଙ୍ଗ ସିନେ ଆୱାର୍ଡ଼ ପାଇଁ ଓଡ଼ିଶା ଆସିଥିଲେ ।

ସେ ପୁରୀ କୁ ଯାଇ ସେ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିଥିଲେ ଓ ସେ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ପାଖକୁ ଯାଇଥିଲେ ତା ପରେ ସେ ତରଙ୍ଗ ସିନେ ଆୱାର୍ଡ଼ ରେ ଯୋଗ ଦେଇଥିଲେ । ଆପଣ ମାନେ ନିଶ୍ଚିତ ତରଙ୍ଗ ସିନେ ଆୱାର୍ଡ଼ କୁ ତରଙ୍ଗ ଟିଭି ରେ ଦେଖିବାକୁ ପାଇବେ ଗୋବିନ୍ଦା ଙ୍କୁ । ସେଠାରେ ଉପସ୍ଥିତ ଥିବା ସମସ୍ତ କଳାକାର ତାଙ୍କୁ ସାକ୍ଷାତ କରିବା ସହିତ ଫଟୋ ମଧ୍ୟ ଉଠାଇଥିଲେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *