Breaking News

ଭିଡିଓ ଦେଖନ୍ତୁ – ବାହାଘର ପରେ ପ୍ରଥମ ଥର ପାଇଁ ଅନୁଭବ ସବ୍ୟ ଅର୍ଚ୍ଚିତାଙ୍କ ଘରକୁ ବୁଲିବା ପାଇଁ ଆସିଲେ!

ଆପଣ ମାନେ ଜାଣିଥିବେ ଗତ ସପ୍ତହ ରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସେ ରାଜସ୍ଥାନ ରେ ବିବାହ କରିଥିଲେ ମଧ୍ୟ ଓଡ଼ିଆ ଘର ର ରୀତି ନୀତି ଅନୁଯାୟୀ ବିବାହ ସମ୍ପୂର୍ଣ ହୋଇଥିଲା । ତାଙ୍କ ବିବାହ ରେ କେବଳ ଉଭୟ ପରିବାର ଲୋକ ଉପସ୍ଥିତ ଥିଲେ । ତା ପରେ ସେ ଓଡ଼ିଶାକୁ ଫେରି ଆସିଥିଲେ ।

ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କର ବିବାହ ଘର ର ଭୋଜି ଭୁବନେଶ୍ବର ରେ ଦେଇଛନ୍ତି । ସେଥିପାଇଁ ସେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ନିମନ୍ତ୍ରଣ ଦେଇଥିଲେ । ସବ୍ୟସାଚୀ ଙ୍କ ନିମନ୍ତ୍ରଣ ରଖି ତାଙ୍କ ବିବାହ ଘର ଭୋଜି ରେ ଓଡ଼ିଆ ଫିଲ୍ମ୍ ଏବଂ ସିରିଏଲ୍ ଦୁନିଆ ର ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତା ଯୋଗ ଦେଇଥିଲେ । ତାଙ୍କ ବାହାଘର ରିଶିପେସନ କୁ ଉଳିଉଡ୍ ର ସୁପର ଷ୍ଟାର୍ ଅନୁଭବ ମହାନ୍ତି ନିମନ୍ତ୍ରଣ କରିଥିଲେ ।

କିନ୍ତୁ ସେ ଦିଲ୍ଲୀ ରେ ରହୁଥିବାରୁ ସବ୍ୟ ଓ ଅର୍ଚ୍ଚିତା ଙ୍କ ବାହାଘର ରିଶିପେସନ୍ ଯୋଗ ଦେଇପାରିନଥିଲେ । ତାଙ୍କ ବିବାହ ଘର ରିଶିପେସନ୍ ସମସ୍ତ ହିରୋ ହିରୋଇନ୍ ମାନେ ଯୋଗ ଦେଇଥିଲେ ଓ ଉଳିଉଡ୍ ର ଲୋକ ପ୍ରିୟ ଗାୟକ ଓ ଗାୟିକା ମାନେ ମଧ୍ୟ ଯୋଗ ଦେଇଥିଲେ ଓ ବହୁତ୍ ସାରା ମଜା ମସ୍ତି କରିଥିଲେ ।


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *