Breaking News

ସବ୍ୟସଚୀ – ଅର୍ଚ୍ଚିତାଙ୍କୁ ବିବାହର ଶୁଭେଚ୍ଛା ଜଣାଇବା ପାଇଁ ଗୋବିନ୍ଦା ତାଙ୍କ ଘରେ ପହଞ୍ଚିଲେ, ସବ୍ୟସଚୀ ବଲିଓଡରେ ଅଭିନୟ କରିବେ!

ବଲିଉଡ୍ ର ଜଣେ ସୁପର ଷ୍ଟାର୍ ପହଂଚିଛନ୍ତି ସବ୍ୟସାଚୀ ଙ୍କ ଘରେ ।ତାହାଲେ ଆସନ୍ତୁ ଜାଣିବା ସେ ସୁପର ଷ୍ଟାର୍ ଜଣକ କିଏ ଓ ସବ୍ୟସାଚୀ ଙ୍କ ଘର କୁ କଣ ପେ ଆସିଥିଲେ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ସେ ରାଜସ୍ଥାନ ରେ ବିବାହ କରିଥିଲେ ମଧ୍ୟ ଓଡ଼ିଆ ଘର ର ରୀତି ନୀତି ଅନୁଯାୟୀ ବିବାହ ସମ୍ପୂର୍ଣ ହୋଇଥିଲା । ତାଙ୍କ ବିବାହ ରେ କେବଳ ଉଭୟ ପରିବାର ଲୋକ ଉପସ୍ଥିତ ଥିଲେ । ତା ପରେ ସେ ଓଡ଼ିଶାକୁ ଫେରି ଆସିଥିଲେ । ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କର ବିବାହ ଘର ର ଭୋଜି ଭୁବନେଶ୍ବର ରେ ଦେଇଛନ୍ତି । ତାଙ୍କ ଏହି ରିଶେପେଶନ୍ ରେ ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ଯୋଗ ଦେଇଥିଲେ । ଏହି ବିବାହ ଘରେ ମଧ୍ୟ ଅର୍ଚ୍ଚିତା ଙ୍କ ବଡ଼ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ ।

ଆଜି ଆମେ ଜାଣିବା କେଉଁ ବଲିଉଡ୍ ର ଅଭିନେତା ସବ୍ୟସାଚୀ ଙ୍କ ଘର କୁ ଆସିଥିଲେ ଓ କଣ ପାଇଁ । ହଁ ବନ୍ଧୁ ସେ ଆଉ କେହି ନୁହନ୍ତି ସେ ହଉଛନ୍ତି ବଲିଉଡ୍ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ଗୋବିନ୍ଦା । ହଁ ବନ୍ଧୁ ବଲିଉଡ୍ ସୁପର ଷ୍ଟାର୍ ଗୋବିନ୍ଦା ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କୁ ସାକ୍ଷାତ କରିବା ସହିତ ତାଙ୍କୁ ବିବାହ ର ଶୁଭେଚ୍ଛା ଶୁଭ କାମନା ଜଣାଇଛନ୍ତି । ଯାହାର ଏକ ଫଟୋ ସବ୍ୟସାଚୀ ନିଜେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *