Breaking News

ବାହାଘର ପରେ ଓଡିଆ ଅଭିନେତ୍ରୀ ଦିବ୍ୟା(Divya) ତାଙ୍କ ଶାଶୁ ଘରେ କେମିତି ଅଛନ୍ତି ଦେଖନ୍ତୁ

ଆମର ଉଳିଉଦ୍ ଇଣ୍ଡଷ୍ଟ୍ରି ର ଆପଣ ମାନ ଙ୍କ ର ପ୍ରିୟ ଅଭିନେତ୍ରୀ ଦିବ୍ୟା ମହାନ୍ତି । ସୋସିଆଲ ମିଡିଆରେ ବର୍ତ୍ତମାନ ସମୟ ରେଅଭିନେତ୍ରୁ ଦିଵ୍ୟା ଙ୍କ ର ବିବାହ କୁ ନେଇ ପ୍ରଶ୍ନବାଚ ସୃଷ୍ଠି ହୋଇଛି । ସୋସିଆଲ ମିଡିଆରେ ଦିବ୍ୟା ଙ୍କ ର ଶାଶୁଘର ଏମିତି କିଛି ଫଟୋ ଯାହା କି ବେଶ୍ ଚର୍ଚ୍ଚା ସାଉଟୁଛି ଯେ ପ୍ରଶ୍ନ ଉଠୁଛୁ ଯେ ଡ଼ିବ୍ୟା ବର୍ତ୍ତମାନ ଶାଶୁଘରେ କଣ କରୁଛନ୍ତି । ତା ପୂର୍ବରୁ ଆପଣ ମାନ ଙ୍କ ମନ୍ ରେ ଅନେକ ପ୍ରଶ୍ନ ଉଠୁଥିବ ଯେ ହଠାତ୍ ଦିବ୍ୟା କେତେବେଳେ ବିବାହ କଲେ । ତାଙ୍କ ବିବାହ ର ଖବର ନ ଆସିବା ଆଗରୁ ତାଙ୍କ ଶାଶୁଘର ରୁ ଏମିତି ଫଟୋ ଆସିଛି ଯାହା ସୋସିଆଲ ମିଡ଼ିଆ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି।

ଯଦି ପ୍ରକୃତ ରେ ଦିବ୍ୟା ବିବାହ କରିଛନ୍ତି ତାହାଲେ କାହାକୁ କରିଛନ୍ତି ଏବଂ କଣ ରହିଛି ତାଙ୍କ ଏହି ଫଟୋ ଓ ଶାଶୁଘର ର ପଛ ର ସତ୍ୟତା ଆପଣ ମାନେ ନିଶ୍ଚୟ ଜାଣିବେ ଆମର ଏହି ପେଜ ମାଧ୍ୟମରେ । ହଁ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଦିବ୍ୟ ଙ୍କ ର କିଛି ଫଟୋ ଚର୍ଚ୍ଚା ର ବିଷୟ ପାଲଟିଛି ଏବଂ ସେହି ଫଟୋ ରୁ ଜଣା ପଡ଼ିଛି ସେ ଶାଶୁଘରେ ଅଛନ୍ତି ଓ ଏହି ଫଟୋ ରେ ସେ ପନିପରିବା କାଟୁଛନ୍ତି ଓ ପଖାଳ ଭାତ ମଧ୍ୟ ଖାଉଛନ୍ତି । ତେବେ ପ୍ରଶ୍ନ ଆସୁଛି ଅର୍ଚ୍ଚନକ ଦିବ୍ୟା ଶାଶୁ ଘରେ ।

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଅତି ନିକଟ ରେ ଦୀବ୍ୟା ଙ୍କ ର ଏକ ଚଳଚ୍ଚିତ୍ର ଯାହାକି ସିଧା ସଳଖ ଟିଭି ପ୍ରୀମିଅର୍ ହୋଇଥିଲା ଜୀ ସାର୍ଥକ ରେ ଯାହାର ତାଇଟେଲ୍ ଥିଲା ତୁ ମୋ ସାଥିରେ । ଏହି ଫିଲ୍ମ୍ ରେ ଆପଣ ଦିବ୍ୟା ଙ୍କ ସହ ଶୈଳେନ୍ଦ୍ର ସାମନ୍ତରାୟ କୁ ହିରୋ ଭାବେ ପ୍ରଥମ ଥର ପାଇଁ ଦେଖିବାକୁ ପାଇଥିଲେ । ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଚର୍ଚ୍ଚା ର ପାଲଟିଥିବା ଏହି ଫଟୋ ପଛ ର ସତ୍ୟତା ହଉଛି ତାଙ୍କର ଆଗକୁ ଏକ ଫିଲ୍ମ୍ ଆସୁଅଛି ଯାହାକି ଖୁବ୍ ଶୀଘ୍ର ସିନେମା ହଲ୍ ରେ ରିଲିଜ୍ ହବ।

ଯାହାର ତାଇଟେଲେ ରହିଛି ଧୋ ରେ ବାୟା ଧୋ ଏଥିରେ ଆପଣ ହରି ଓ ଦିଵ୍ୟା ଙ୍କୁ ଏକାଠି ଚଳଚ୍ଚିତ୍ର ରେ ଦେଖିବା କୁ ପାଇବେ । ଆପଣ ଙ୍କୁ ଶେଷ ରେ କହି ରଖୁଛୁ ଯେ ଏହି ଫଟୋ ଗୁଡ଼ିକ ହଉଛି ତାଙ୍କ ଆଗାମୀ ଫିଲ୍ମ୍ ର ସୁଟିଂ ସେଟ୍ ର ଫଟୋ ଓ ସେ ଏ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *