Breaking News

ପ୍ରଥମଥର ପାଇଁ ଦେଖନ୍ତୁ ଆଦି ଓ ଭକ୍ତି (Jessy Amar)ଙ୍କ ରିସେପସନ ଭିଡିଓ

ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଲୋକମାନେ ଓଡ଼ିଆ ଚଳଚ୍ଚିତ୍ର ଅପେକ୍ଷା ଓଡିଆ ସିରିଏଲ ଦେଖିବାକୁ ବହୁତ ଭଲ ପାଆନ୍ତି।ତେବେ ବନ୍ଧୁଗଣ ଏହି ସିରିଏଲ ଜଗତରେ ବହୁତ ଫେମସ କଳାକାର ମାନେ ଯେଉଁମାନେ କିଛି ନା କିଛି କାରଣ ପାଇଁ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି।ତେବେ ବନ୍ଧୁଗଣ ଆଜି ଆମେ କହିବାକୁ ଯାଉଛୁ ଜି ସାର୍ଥକ ରେ ପ୍ରସାରିତ ହେଉଥିବା ଜୀବନ ସାଥି ସିରିଏଲ ରେ ଅଭିନୟ କରୁଥିବା ଆଦି ଭକ୍ତି ଙ୍କର ବାହାଘର ବିଷୟରେ । ତେବେ ବନ୍ଧୁଗଣ ଡେରି ନ କରି ଆସନ୍ତୁ ଜାଣିବା।


ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜି ସାର୍ଥକ ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସିରିଏଲ ଜୀବନ ସାଥି ନିଶ୍ଚୟ ଭାବରେ ଦେଖିଥିବେ।ଏହି ସିରିଏଲ ରେ ଆଦି ଓ ଭକ୍ତି ଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣ ମାନେ ଦେଖିଥିବେ।ତେବେ ବନ୍ଧୁଗଣ ଏହି ଦୁଇଜଣ ତାଙ୍କ ସୁନ୍ଦର ଅଭିନୟ ପାଇଁ ଆଜି ଏହି ସିରିଏଲ ଟି ବହୁତ ଲୋକପ୍ରିୟତା ହୋଇପାରିଛି।


ତେବେ ଏହି ଦୁଇଜଣ ଖୁବ ସୁନ୍ଦର ଅଭିନୟ କରିଛନ୍ତି ଏହି ଜୀବନ ସାଥି ସିରିଏଲ ରେ।ତେବେ ବନ୍ଧୁଗଣ କିଛି ଦିନ ହେବ ଆଦି ଓ ଭକ୍ତି ଙ୍କର ବିବାହ ଫଟ ଗୁଡିକ ସୋସିଆଲ ମିଡ଼ିଆ ରେ ଖୁବ ମାତ୍ରାରେ ଭାଇରଲ ହେବାରେ ଲାଗିଛି।ତେବେ ଏହି ଫଟ ଗୁଡିକ ଆଦି ଓ ଭକ୍ତି ପ୍ରଥମେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଥିଲେ ଯାହା ପରେ ଖୁବ ମାତ୍ରାରେ ଭାଇରଲ ହେବାରେ ଲାଗିଛି।


ତେବେ ବନ୍ଧୁଗଣ ଏହି ଫଟୋ ଗୁଡିକୁ ଦେଖି ଲୋକମାନେ କହୁଛନ୍ତି କି ଏହି ଦୁଇଜଣ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି।ତେବେ ବନ୍ଧୁଗଣ ଏହି ଫଟୋ ଗୁଡିକ ହେଉଛି ସୁଟିଙ୍ଗ ସେଟ ର ଫଟ ସେ ପ୍ରକୃତ ରେ ବିବାହ କରିନାହାନ୍ତି।ତେବେ ଆଦି ଓ ଭକ୍ତି ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଛନ୍ତି ଓ ଆଗାମୀ ଦିନରେ ବିବାହ କରିବେ ବୋଲି ଜଣା ପଡ଼ିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *