Breaking News

ଭିଡିଓ ଦେଖନ୍ତୁ – ତାରାତାରିଣୀ ସିରିଏଲର ଅଭିନେତ୍ରୀ ମାନେ କିପରି ଜାଗାର ଓଷା ପାଳିଥିଲେ ଦେଖନ୍ତୁ

ଓଡ଼ିଆ ମେଗା ଧାରାବାହିକ ତାରିଣୀ ସିରିଏଲ ନିଶ୍ଚୟ ଦେଖିଥିବେ ।ଏହି ସିରିଏଲ ରେ ଲିପି ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରିପରିଛନ୍ତି ।ତେବେ ବନ୍ଧୁଗଣ ଏହି ସିରିଏଲ ରେ ଲିପି ଙ୍କର ଜବରଦସ୍ତ ଅଭିନୟ ଆପଣ ମାନେ ନିଶ୍ଚୟ ଦେଖିଥିବେ।ତେବେ ଲିପି ଏହି ସିରିଏଲ ରେ ମୁଖ୍ୟ ଭୂମିକା ରେ ଅଭିନୟ କରୁଛନ୍ତି।


ତେବେ ବନ୍ଧୁଗଣ ଏହି ଲୋକପ୍ରିୟ ସିରିଏଲ ରେ ଅଭିନୟ କରୁଥିବା ମିଲି ଙ୍କୁ ଆପଣ ମାନେ ନିଶ୍ଚୟ ଭଲ ଭାବରେ ଜଣିଥିବେ ।ତେବେ ଏହି ସିରିଏଲ ରେ କନିକା ଖୁଡି ଭୂମିକାରେ ରେ ଅଭିନୟ କରିଛନ୍ତି।ତେବେ ମିଲି ଏହି କନିକା ଖୁଡି ଭୂମିକାରେ ଏମିତି ଜବରଦସ୍ତ ଅଭିନୟ କରୁଛନ୍ତି ଯେ ତାଙ୍କୁ ସାରା ଓଡ଼ିଶାରେ ଲୋକ କନିକା ଖୁଡି ନାମରେ ଜାଣିଛନ୍ତି।ଏହି ସିରିଏଲ ରେ ଅଭିନୟ କରୁଥିବା କନିକା ଖୁଡି ଙ୍କୁ ଆପଣ ମାନେ ଜାଣି ଥିବେ ତାଙ୍କର ପ୍ରକୃତ ନାମ ହେଉଛି ମିଲି ମହାନ୍ତି। ମିଲିଙ୍କର ଅଭିନୟ ଏତେ ମଜାଦାର ଲାଗୁଛି ଲୋକମାନଙ୍କୁ ତାଙ୍କୁ ଖୁବ ପସନ୍ଦ କରୁଛନ୍ତି।କନିକା ଆଗରୁ ବହୁତ ଗୁଡିଏ ସିରିଏଲ ରେ ମଧ୍ୟ ଅଭିନୟ କରିଛନ୍ତି।

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଦୁହିଁଙ୍କର ଜବରଦସ୍ତ ଅଭିନୟ ଏହି ସିରିଏଲ ରେ ଦେଖିଥିବେ ।ତାଙ୍କର ଏହି ସୁନ୍ଦର ଅଭିନୟ ପାଇଁ ସେ ଆଜି ବହୁତ ଲୋକପ୍ରିୟତା ହାସଲ କରିବା ସହ ସାରା ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଛନ୍ତି।ତେବେ ବନ୍ଧୁଗଣ ଏହି ଦୁଇଜଣ ଙ୍କର ଗୋଟିଏ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଏହି ଦୁଇଜଣ ସାଙ୍ଗ ଏହି ବର୍ଷ ଜାଗର ରେ ଯାଇ ପ୍ରଭୁ ମହାଦେବ ଙ୍କର ମନ୍ଦିର ରେ ଦୀପ ଜାଳୁଛନ୍ତି।ତେବେ ବନ୍ଧୁଗଣ ଏହି ଦୁଇଜଣ ଙ୍କର ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ତାହା କମେଣ୍ଟ କରି ଜଣାନ୍ତୁ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *