Breaking News

ଓଡିଆ ଅଭିନେତା ଶ୍ରୀତମ ଦାସ (Sritam Das)ଙ୍କ ଜନ୍ମ ଦିନରେ ତାଙ୍କ ସ୍ତ୍ରୀ ତାଙ୍କୁ ଗୋଲାପ ଫୁଲ ଦେଇ ଏହି କଥା କହିଲ

ଆଜି ଆମେ ଜାଣିବା ଉଳିଉଡ୍ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତା । ଯିଏ କି ତାଙ୍କର ଜନ୍ମ ଦିନ ତାଙ୍କ ପରିବାର ସହ ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି । ହଁ ବନ୍ଧୁ ଆମେ କହୁଛୁ ଉଲିଉଡ୍ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ଶ୍ରୀତମ ଦାସ । ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ ଓଡ଼ିଆ ଚଳଚ୍ଚିତ୍ର ରେ ।

ସେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ପାଖ ରେ ଅତି ପ୍ରିୟ ଏବଂ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ମଧ୍ୟ ଅର୍ଜନ କରୁଛନ୍ତି । ଶ୍ରୀତମ ଅନେକ ଫିଲ୍ମ୍ କରିବା ସହ ବହୁ ଗୁଡ଼ିଏ ଆଲବମ୍ ମଧ୍ୟ କରିଛନ୍ତି । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସମସ୍ତ ଫିଲ୍ମ୍ ସୁପର ହିଟ୍ ହୋଇଥିଲା ଓ ସମସ୍ତ ଆଲବମ୍ ମଧ୍ୟ ଲୋକ ଙ୍କ ହୃଦୟ କୁ ଛୁଇଁଥିଲା ।

ଶ୍ରୀତମ ଅନେକ ଅଡିସନ୍ ରେ ଜଜ୍ ହିସାବ ରେ ଦେଖିବାକୁ ମିଳିଛନ୍ତି । ସେ ତାଙ୍କର ଜନ୍ମ ଦିନ ଟି ତାଙ୍କ ପରିବାର ସହ ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି ଓ ମଜା ମସ୍ତି ମଧ୍ୟ କରିଛନ୍ତି । ଶ୍ରୀତମ ଙ୍କ ଏହି ଜନ୍ମ ଦିନ ଅବସର ରେ ତାଙ୍କ ପତ୍ନୀ ଏକ ଗୋଲାପ ଫୁଲ ଦେଇ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀତମ ଧନ୍ୟବାଦ୍ ଜଣାଇଛନ୍ତି ତାଙ୍କ ଜନ୍ମ ଦିନ ରେ ୱିଷ୍ କରିଥିବା ସମସ୍ତ ଅଭିନେତା,ଅଭିନେତ୍ରୀ ଓ ନିର୍ଦ୍ଦେଶକ ମାନ ଙ୍କୁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *