Breaking News

ଏହି ନାୟିକାଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି କୁଆଁରୀ ବୋହୂ ସିରିଏଲର ହିରୋ ସାଇ

ଆପଣ ମାନେ ଆମ ଓଡ଼ିଆ ଲୋକମାନେ ଚଳଚିତ୍ର ଅପେକ୍ଷା ଫିଲ୍ମି ଦେଖିବାକୁ ବହୁତ ଭଲ ପାଆନ୍ତି।ତେବେ ଆପଣ ମାନେ ସମସ୍ତେ ଓଡ଼ିଆ ଲୋକପ୍ରିୟ ଧାରାବାହିକ କୁଆଁରୀ ବୋହୁ ସିରିଏଲ ନିଶ୍ଚୟ ଦେଖିଥିବେ ।ତେବେ ବନ୍ଧୁଗଣ କୁଆଁରୀ ବୋହୁ ସିରିଏଲ ରେ ମୁଖ୍ୟ ଚରିତ୍ର ରେ ଅଭିନୟ କରୁଥିବା ହିରୋ ସାଇ ଙ୍କୁ ନିଶ୍ଚୟ ଜାଣିଥିବେ।ତେବେ ବନ୍ଧୁଗଣ ସାଇ ଏହି କୁଆଁରୀ ବୋହୁ ସିରିଏଲ ରେ ଜବରଦସ୍ତ ଅଭିନୟ କରିବା ସହ ବହୁତ ଲୋକପ୍ରିୟତା ହାସଲ ମଧ୍ୟ କରିଛନ୍ତି ।ତେବେ ଶୁଣିବାକୁ ମିଳୁଛି କି ସାଇ ଏବେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ତେବେ ଏହି ଖବର ଟି କେତେଦୂର ସତ୍ୟ ଆସନ୍ତୁ ଜାଣିବା ଆମର ଏହି ଲେଖା ମାଧ୍ୟମରେ।


ବନ୍ଧୁଗଣ ଆପଣ ମାନେ ସବୁ ଦିନ କୁଆଁରୀ ବୋହୁ ସିରିଏଲ ନିଶ୍ଚୟ ଦେଖୁଥିବେ ଏହି ସିରିଏଲ ର ହିରୋ ସାଇ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ।ତାଙ୍କର ସୁନ୍ଦର ଅଭିନୟ ମଧ୍ୟ ଦେଖିଥିବେ।ତେବେ ତାଙ୍କର ଏହି ସୁନ୍ଦର ଅଭିନୟ ପାଇଁ ଏହି ସିରିଏଲ ଟିକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ବର୍ତ୍ତମାନ ଗୋଟିଏ ଖବର ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି କି ସାଇ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି।ଶୁଣିବାକୁ ମିଳିଛି କି ସାଇ କୁଆଡେ ସାରା ଙ୍କୁ ଭଲ ପାଉଛନ୍ତି ଆପଣ ମାନଙ୍କୁ କହି ରଖୁଛୁ କି ସାରା ହେଉଛନ୍ତି ଜଣେ ଅଭିନେତ୍ରୀ।ସାରା ଙ୍କୁ ଆପଣ ମାନେ ବହୁତ ଗୁଡିଏ ସିରିଏଲ ରେ ନିଶ୍ଚିତ ଭାବରେ ଦେଖିଥିବେ।

ତାଙ୍କର ସୁନ୍ଦର ଅଭିନୟ ମଧ୍ୟ ନିଶ୍ଚୟ ଦେଖିଥିବେ। ବର୍ତ୍ତମାନ ସାରା ମଞ୍ଜରୀ ଟିଭି ର ଗୋଟିଏ ସିରିଏଲ ରେ ଅଭିନୟ କରୁଛନ୍ତି।ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ବହୁତ ଲୋକପ୍ରିୟତା ହାସଲ ମଧ୍ୟ କରିପାରିଛନ୍ତି।ସାଇ ଓ ସାରା ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି।ଯାହାକି ସେ ନିଜ ନିଜର ଫଟ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଛନ୍ତି।ସେ ଜଣେଇଛନ୍ତି କି ସେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଛନ୍ତି।ଓ ଆଗାମୀ ଦିନରେ ବିବାହ କରିବାକୁ ଯାଉଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *