Breaking News

ବିବାହ ପରେ ସବ୍ୟ ଅର୍ଚ୍ଚିତା (Sabyasachi Archita) ପ୍ରଥମ ଥର ଆର୍ଶୀବାଦ ପାଇଁ ପୁରୀ ଜଗନ୍ନାଥ ମନ୍ଦିରରେ ପହଞ୍ଚିଲେ

ଆମ ଓଲିଉଡ ଜଗତର ଦୁଇ ଫେମସ କଳାକାର ହେଉଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା।ଏହି ଦୁଇଜଣ ଯୋଡି କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି।ତେବେ ଏହି ଦୁଇଜଣ ତାଙ୍କ ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି।ଏହି ଦୁଇଜଣ ଅଭିନୟ କରୁ କରୁ ପ୍ରେମ ରେ ପଡ଼ିଥିଲେ ।ଏବେ ଏହି ଦୁଇଜଣ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି।ତେବେ ବିବାହ ପରେ ପୁରୀ ଯାଇ ଜଗନ୍ନାଥ ଦର୍ଶନ କଲେ ସବ୍ୟ ଓ ଅର୍ଚ୍ଚିତା ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।


ତେବେ ବନ୍ଧୁଗଣ ନୂଆକରି ବିବାହ କରିଥିବା ସବ୍ୟ ଓ ଅର୍ଚ୍ଚିତା ଜଗନ୍ନାଥ ଙ୍କର ଦର୍ଶନ କରିବା ପାଇଁ ପୁରୀ ଯାଇଛନ୍ତି।ତେବେ ବନ୍ଧୁଗଣ ସବ୍ୟ ଓ ଅର୍ଚ୍ଚିତା ମାର୍ଚ୍ଚ 1 ତାରିଖରେ ରାଜସ୍ଥାନ ରେ ଯାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ।ତେବେ ବିବାହ ର 5 ଦିନ ପରେ ଏହି ଦୁହେଁ ଓଡିଶା ଫେରିଥିଲେ ।ଓଡିଶା ଫେରି ଏହି ଦୁଇଜଣତାଙ୍କ ବିବାହ ଭୋଜି ମଧ୍ୟ ଦେଇଥିଲେ।ତେବେ ଏହି ବିବାହ ଭୋଜି ରେ ଓଲିଉଡ ଜଗତର ସମସ୍ତ କଳାକାର ମାନଙ୍କୁ ଦେଖିବାକୁ ମିକିଥିଲା।ତେବେ ଏହି ରିସେପସନ ପାର୍ଟି ରେ ଭୂମିକା ସ୍ୱରାଜ ଶିବାନୀ ଜବରଦସ୍ତ ଡ୍ୟାନ୍ସ କରିବା ସହ ଖୁବ ମସ୍ତି କରିଥିଲେ।


ତେବେ ବନ୍ଧୁଗଣ ବିବାହ ପରେ ପ୍ରଥମ ଥର ଏହି ଦୁହେଁ ପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ପୁରୀ ଯାଇଛନ୍ତି ।ଏହି ପୁରୀ ଯିବାର ନେଇ ନିଜେ ସବ୍ୟସାଚୀ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଜଣାଇଛନ୍ତି ଓ କେତେଗୁଡିଏ ଫଟ ମଧ୍ୟ ସେୟାର କରିଛନ୍ତି ଏହି ଫଟ ଗୁଡିକ ଏବେ ଖୁବ ମାତ୍ରାରେ ଭାଇରଲ ହେବାରେ ଲାଗିଛି।ତେବେ ନୂଆ କରି ସଂସାର କରିଥିବା ସବ୍ୟ ଓ ଅର୍ଚ୍ଚିତା ଏବେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରିଛନ୍ତି।ତେବେ ଏହି ଫଟ ଗୁଡିକ ଏବେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *