Breaking News

୩ ବଡ ସହର ହେଲା ଲକଡାଉନ, ଜାଣନ୍ତୁ କେଉଁ କୁଏନ କଟକଣା ସବୁ ଲାଗୁ ହେଲା, ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ

ଆପଣ ମାନେ ନିଶ୍ଚୟ ଭାବେରେ କୋରୋନା ମହାମାରୀ ରେ ପ୍ରଭାବିତ ହୋଇଥିବେ।ଏହି ମହାମାରୀ ଆସିବାର ବର୍ଷେ ପରେ ହୋଇଗଲାଣି ।ତଥାପି କମିବାର ନାମ ନେଉନି ଏହି କୋରୋନା ମହାମାରୀ।ଏହି ମହାମାରୀ ପୁଣି ଥରେ ବ୍ୟାପିବାରେ ଲାଗିଛି ।ତେବେ ଏହି ମହାମାରୀ କୁ ରୋକିବା ପାଇଁ ସରକାର ଭିନ୍ନ ଭିନ୍ନ ପଦକ୍ଷେପ ମାନ ନେଉଛନ୍ତି।ତେବେ ଆପଣ ମାନେ ଜାଣିଥିବେ ଏହି ମହାମାରୀ ରେ ସମସ୍ତେ ପ୍ରଭାବିତ ହୋଇଥିଲେ ସେ ସାଧାରଣ ଲୋକ ଅବା ସେଲିବ୍ରେଟି ସମସ୍ତେ ଏଥିରେ ପ୍ରଭାବିତ ହୋଇଛନ୍ତି।


ତେବେ ବନ୍ଧୁଗଣ ଏହି କୋରୋନା ମହାମାରୀ ର ଗୋଟିଏ ନୂଆ ଷ୍ଟ୍ରେନ ଏବେ ଆମ ଦେଶରେ ଦେଖିବାକୁ ମିଳିଛି।ତେଣୁ ସରକାର ଏହାକୁ ଆଖି ଆଗରେ ରଖି ଅନେକ ପଦକ୍ଷେପ ମାନ ନେଉଛନ୍ତି।କେତେଗୁଡିଏ ସହର କୁ ଲକ ଡାଉନ ଘୋଷଣା ମଧ୍ୟ କରିଛନ୍ତି।ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ମହାମାରୀ ପାଇଁ ବହୁତ ଲୋକ ତାଙ୍କର ଜୀବିକା ହରାଇ ଥିଲେ। ତେବେ ବନ୍ଧୁଗଣ ଆମ ଦେଶରେ କୋରୋନା ର ନୂଆ ଷ୍ଟ୍ରେନ ଦେଖାଯିବା ପରେ ସରକାର କଡା ନିଷ୍ପତ୍ତି ମାନ ନେଉଛନ୍ତି ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ କେଉଁ ସହର କୁ ସରକାର ଲକ ଡାଉନ ଘୋଷଣା କରିଛନ୍ତି।


ବନ୍ଧୁଗଣ ଏହି କୋରୋନା ମହାମାରୀ ର ନୂଆ ଷ୍ଟ୍ରେନ କୁ ଆଖି ଆଗରେ ରଖି ମଧ୍ୟ ପ୍ରଦେଶ ସରକାର କଡା ନିଷ୍ପତି ନେଇଛନ୍ତି।ତେବେ ତିନି ବଡ ସହର କୁ ଲକ ଡାଉନ ଘୋଷଣା କରିଛନ୍ତି ସହର ଗୁଡିକ ହେଲା ଭୋପାଳ, ଇନ୍ଦୋର ଓ ଜବଲ ପୁର ସହର କୁ ଲକ ଡାଉନ ଘୋଷଣା କଲେ ସରକାର।ତେବେ ଏହି ତିନି ସହର କୁ 32 ଘଣ୍ଟିଆ ଲକ ଡାଉନ ଘୋଷଣା କରିଛନ୍ତି ସରକାର।ତେବେ ମଧ୍ୟ ପ୍ରଦେଶ ରେ କୋରୋନା ମହାମାରୀ ଏବେ ତାର କାୟା ବିସ୍ତାର କରିବାରେ ଲାଗିଛି ତେବେ ସାଧାରଣ ଲୋକଙ୍କ ହିତ ପାଇଁ ସରକାର ଏହି ତିନି ମୁଖ୍ୟ ସହରକୁ ଲକ ଡାଉନ ଘୋଷଣା କରିଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଖି ବୁଜିଲେ ମୁମ୍ବାଇର ନିର୍ଭୟା, ତାଙ୍କ ସହ ଯାହା ହୋଇଥିଲା ଶୁଣିଲେ ଲୁହକୁ ରୋକି ପାରିବେ ନାହିଁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ମୁମ୍ବାଇ ର ସାକିନକା ଆଞ୍ଚଲ ରେ ଦୁ-ଷ୍କ-ର୍ମ ହୋଇଥିବା …

Leave a Reply

Your email address will not be published. Required fields are marked *