ଆପଣ ମାନେ ଜାଣିଥିବେ ଅଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ । ହଁ ବନ୍ଧୁ ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ଅଲିଉଡ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି ।ସେ ବେଙ୍ଗଲୀ ହୋଇଥିଲେ ମଧ୍ୟ ଓଡ଼ିଆ ରୀତି ନୀତି ନିୟମ ଅନୁଯାୟୀ ସେ ଓଡ଼ିଆଣୀ ବୋହୂ ରୂପେ ସେ ନିଜ ଶାଶୁଘରେ ଦାୟିତ୍ଵ ତୁଲାଉଛନ୍ତି । ସେ ଗତ ବର୍ଷ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି ।
ଝିଳିକ ଙ୍କ ବିବାହ ରେ ଓଡ଼ିଆ ଫିଲ୍ମ୍ ଏବଂ ସିରିଏଲ୍ ଦୁନିଆ ର ଅନେକ ଲୋକ ପ୍ରିୟ ଅଭିନେତା ଏବଂ ଲୋକ ପ୍ରିୟ ଅଭିନେତ୍ରୀ ଯୋଗ ଦେଇଥିଲେ । ହଁ ବନ୍ଧୁ କିଛି ଦିନ ତଳେ ଝିଲିକ ଭଟ୍ଟାଚାର୍ଯ୍ୟ ତାଙ୍କର ପ୍ରଥମ ବିବାହ ବାର୍ଷିକ ଉତ୍ସବ ଟି ଧୁମ୍ ଧାମରେ ପାଳନ କରିଛନ୍ତି ଓ ଝିଲ୍ଲିକ୍ ତାଙ୍କ ସ୍ବାମୀ ସହ ପୁରୀ ବୁଲିବାକୁ ଯାଇଥିଲେ । ସେଠାରେ କାଳିଆ ଦେଖା କରି ସମୁଦ୍ର କୂଳ ରେ ବହୁତ୍ ମଜା କରିଥିଲେ । ଆପଣ ମାନେ ଜାଣିଥିବେ ଯେ ଝିଲ୍ଲିକ୍ ବିବାହ କରିବା ପରେ ଓଡ଼ିଆ ଫିଲ୍ମ୍ ରୁ ଦୂରେଇ ଯାଇଛନ୍ତି ସେ ତା ପରେ କୌଣସି ଫିଲ୍ମ୍ କରିନାହାନ୍ତି ।
ଆଉ କିଛି ବର୍ଷ ଗଲେ ଝିଲ୍ଲିକ୍ ପୁଣି ଥରେ ଓଡ଼ିଆ ଚଳଚ୍ଚିତ୍ର କୁ ଫେରି ଆସିବେ ପୁଣି ଥରେ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିବେ । ସୂଚନା ମିଳିଛି ଯେ ବାବୁଶାନ୍ ଙ୍କ ସହିତ ଝିଲ୍ଲିକ୍ ଙ୍କ ଆସିବାକୁ ଯାଉଛି ଏକ ଫିଲ୍ମ୍ ଯାହାର ସୁଟିଂ ଆସନ୍ତା ବର୍ଷ କରାଯିବ । ଆପଣ ମାନେ ଜାଣିଥିବେ ଯେ ସୁପର ମିଛୁଆ ରେ ଅଭିନୟ କରିଥିବା ଅଭିନେତା ବାବୁଶାନ୍ ଓ ଅଭିନେତ୍ରୀ ଝିଲ୍ଲିକ୍ ଅଭିନୟ କରିଥିଲେ ଯାହା ଫଳରେ ଏହି ଫିଲ୍ମ ଟି ସୁପର ହିଟ୍ ହୋଇଥିଲା । ସେ ବିବାହ କରିବା ପରେ ଆଉ କୌଣସି ଫିଲ୍ମ୍ ରେ ଅଭିନୟ କରିନାହାନ୍ତି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ