Breaking News

ସିଦ୍ଧାନ୍ତ ମହାପାତ୍ର (Siddhant Mahapatra) ଙ୍କ ଝିଅ ୨୦୨୧ ରେ ଏତେ ସୁନ୍ଦର ଦେଖା ଯାଉଛନ୍ତି, ଆଗକୁ ସିନେମାରେ ନାୟିକା ହେବେ!

ଆପଣ ମାନେ ସମସ୍ତେ ଆମ ଓଲିଉଡ ଜଗତର ଫେମସ ଅଭିନେତା ସିଦ୍ଧାନ୍ତ ଙ୍କୁ ନିଶ୍ଚୟ ଜାଣିଥିବେ।ତେବେ ଆପଣ ମାନେ ଜାଣିଥିବେ ସିଦ୍ଧାନ୍ତ ମହାପାତ୍ର ସାରା ଓଡ଼ିଶାରେ ଘରେ ଘରେ ପରିଚିତ ।ସିଦ୍ଧାନ୍ତ ମହାପାତ୍ର ସାତ ସାତ ଥର ଫିଲ୍ମ ଆୱାର୍ଡ ଜିତିଥିବା ଏହି ଅଭିନେତା ସମସ୍ତ ଓଡ଼ିଆ ଅଭିନେତା ମାନଙ୍କ ମଧ୍ୟରୁ ପ୍ରଥମ ଅଭିନେତା।ତେବେ ଆଜି ଆମେ ଆପଣ ମାନଙ୍କୁ ସିଦ୍ଧାନ୍ତ ଙ୍କ ଜୀବନ ଶୈଳୀ ଓ ତାଙ୍କବିଷୟରେ କିଛି ଅଜଣା କଥା କହିବାକୁ ଯାଉଛୁ ଏହି ଲେଖା ମାଧ୍ୟମରେ।ଖାସ କରି ସିଦ୍ଧାନ୍ତ ଙ୍କ ଝିଅ ଙ୍କ ବିଷୟରେ ଆଜି ଆମେ ଜାଣିବା।


ତେବେ ବନ୍ଧୁଗଣ ସିଦ୍ଧାନ୍ତ ଙ୍କର ଘର ହେଉଛି ବ୍ରହ୍ମପୁର।ସେ ବ୍ରହ୍ମପୁର ରେ ଜନ୍ମ ହୋଇଥିଲେ ଓ ତାଙ୍କ ବାପା ଙ୍କର ନାମ ମନମୋହନ ମହାପାତ୍ର ଓ ତାଙ୍କ ମା ଙ୍କ ନାମ କନକ ମହାପାତ୍ର।ସିଦ୍ଧାନ୍ତ ନିଜର ପାଠ ପଢା ବ୍ରହ୍ମପୁର ରେ ସାରିଥିଲେ।ସେ ପ୍ରଥମେ ଯେତେବେଳେ ଓଲିଉଡ ଜଗତରେ ଅଭିନୟ କରିଥିଲେ ସେ ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କୁ ଭଲ ପାଉଥିଲେ।ଓ ରଚନା ଙ୍କ ସାଥିରେ ବ୍ରେକ୍ ଅପ ହେଲା ପରେ ମାମା ମିଶ୍ର ଙ୍କୁ ସେ ବିବାହ କରିଥିଲେ।ସିଦ୍ଧାନ୍ତ ଙ୍କର ଦୁଇଜଣ ସନ୍ତାନ ଅଛନ୍ତି କିନ୍ତୁ ସିଦ୍ଧାନ୍ତ ତାଙ୍କ ପିଲାମାନଙ୍କୁ ଲୋକଲୋଚନକୁ ଆଣିବାକୁ ପସନ୍ଦ କରନ୍ତି ନାହିଁ।


ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁର ଲୋକସଭା ଆସନ ରୁ ନିର୍ବାଚନ ଲଢ଼ି ଲୋକସଭା ଙ୍କୁ ନିର୍ବାଚିତ୍ତ ହୋଇଥିଲେ।ତେବେ ସିଦ୍ଧାନ୍ତ ଗୋଟିଏ ଫିଲ୍ମି କରିବା ପାଇଁ ପ୍ରାୟ 5 ରୁ 10 ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି।ଓ ଗୋଟିଏ ବ୍ରାଣ୍ଡର ପ୍ରମୋସନ ପାଇଁ ଦେଢ଼ ଲକ୍ଷ ଟଙ୍କା ପାରିଶ୍ରମିକ ନେଇଥାନ୍ତି।ତେବେ ସିଦ୍ଧାନ୍ତ ଓ ରଚନା ଙ୍କ ବ୍ରେକ୍ ଅପ ପରେ ବହୁତ ଦିନ ରୁ ଏହି ଦୁଇଜଣ ଙ୍କର ଦେଖା ସାକ୍ଷାତ ହୋଇନଥିଲା କିନ୍ତୁ ଏବେ ନିକଟରେ ସାର୍ଥକ ର ଏକ ରିଆଲିଟି ଶୋ ରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା।


ଆମେ ଯଦି ସିଦ୍ଧାନ୍ତ ଙ୍କର ଝିଅ ଙ୍କ ବିଷୟରେ କହିବା ତାଙ୍କ ନାମ ହେଉଛି ସୁହାନା ମହାପାତ୍ର ତାଙ୍କ ବୟସ ଏବେ 16 ।ସେ ଦେଖିବାକୁ ବହୁତ ସୁନ୍ଦର ।ତେବେ ଶୁଣିବାକୁ ମିଳୁଛି କି ତାଙ୍କୁ ଖୁବ ଶୀଘ୍ର ଓଡ଼ିଆ ଫିଲ୍ମି ରେ ଦେଖିବାକୁ ମିଳିବ। ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *