Breaking News

ଭିଡିଓ ଦେଖନ୍ତୁ – ବାବୁଶାନ ଓ ତାଙ୍କ ସ୍ତ୍ରୀ ତୃପ୍ତି ନବବିବାହିତା ଦମ୍ପତ୍ତି ସବ୍ୟ ଅର୍ଚ୍ଚିତାଙ୍କୁ ଘରକୁ ଡାକିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ ସପ୍ତହ ରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସେ ରାଜସ୍ଥାନ ରେ ବିବାହ କରିଥିଲେ ମଧ୍ୟ ଓଡ଼ିଆ ଘର ର ରୀତି ନୀତି ଅନୁଯାୟୀ ବିବାହ ସମ୍ପୂର୍ଣ ହୋଇଥିଲା । ତାଙ୍କ ବିବାହ ରେ କେବଳ ଉଭୟ ପରିବାର ଲୋକ ଉପସ୍ଥିତ ଥିଲେ । ତା ପରେ ସେ ଓଡ଼ିଶାକୁ ଫେରି ଆସିଥିଲେ । ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କର ବିବାହ ଘର ର ଭୋଜି ଭୁବନେଶ୍ବର ରେ ଦେଇଛନ୍ତି ।

ସେଥିପାଇଁ ସେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ନିମନ୍ତ୍ରଣ ଦେଇଥିଲେ । ସବ୍ୟସାଚୀ ଙ୍କ ନିମନ୍ତ୍ରଣ ରଖି ତାଙ୍କ ବିବାହ ଘର ଭୋଜି ରେ ଓଡ଼ିଆ ଫିଲ୍ମ୍ ଏବଂ ସିରିଏଲ୍ ଦୁନିଆ ର ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରି ଯୋଗ ଦେଇଥିଲେ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ବାବୁଶାନ୍ ଓ ସବ୍ୟସାଚୀ ଭଲ ସାଙ୍ଗ । ସବ୍ୟସାଚୀ ଓ ଅର୍ଚ୍ଚିତା ତାଙ୍କ ବାହାଘର ରିଷିପେସନ୍ କୁ ନିମନ୍ତ୍ରଣ କରିଥିଲେ କିନ୍ତୁ ବାବୁଶାନ୍ ମହାନ୍ତି ତାଙ୍କ ନୂଆ ଓଡ଼ିଆ ଫିଲ୍ମ୍ ସୁଟିଂ ରେ ବ୍ୟସ୍ତ ଥିବାରୁ ଏହି ବାହାଘର ଭୋଜି ରେ ଯୋଗ ଦେଇପାରିନଥିଲେ ।

ଯାହାଫଳରେ ଆଜି ବାବୁଶାନ୍ ସବ୍ୟ ଓ ଅର୍ଚ୍ଚିତା ଙ୍କୁ ନିମନ୍ତ୍ରଣ କରିଥିଲେ ତାଙ୍କ ଘର କୁ । ସବ୍ୟସାଚୀ ଓ ଅର୍ଚ୍ଚିତା ତାଙ୍କ ନିମନ୍ତ୍ରଣ କୁ ରକ୍ଷା କରି ବାବୁଶାନ୍ ଙ୍କ ଘରେ ପହଞ୍ଚିଥିଲେ ଓ ସମସ୍ତ ଙ୍କ ସହିତ ଡିନର ମଧ୍ୟ କରିଥିଲେ । ବାବୁଶାନ୍ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କୁ ବିବାହ ର ଶୁଭେଚ୍ଛା ଶୁଭ କାମନା ଜଣାଇଛନ୍ତି । ଆପଣ ମାନେ ନିଶ୍ଚୟ ଜାଣିଥିବେ ଏହି ରଜ ରେ ଆସିବାକୁ ଯାଉଛି ବାବୁଶାନ୍ ଙ୍କ ର ଏକ ନୂଆ ଫିଲ୍ମ୍ ଯାହାର ନାମ ଅଛି ବିଦ୍ୟାରଣ । ଏହି ଫିଲ୍ମ୍ ଟି ର ବର୍ତ୍ତମାନ ସୁଟିଂ ଜୋର୍ ସୋର୍ ରେ ଚାଲିଛି । ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *