Breaking News

ଦେଖନ୍ତୁ ଭିଡିଓ – ପ୍ରଥମ ଥର ପାଇଁ ଝିଅକୁ ଧରି ଶୁଟିଙ୍ଗ ସେଟକୁ ଗଲେ Ollywood ର କଳାକାର ଯୋଡି ଚନ୍ଦନ (Tusar) ଓ ମାହି

ଆପଣ ମାନେ ସମସ୍ତେ ଆମ ଓଲିଉଡ ଧାରାବାହିକ ଜଗତର ଦୁଇ ଫେମସ ଯୋଡି ଚନ୍ଦନ ଓ ମାହୀଙ୍କୁ ନିଶ୍ଚୟ ଜାଣିଥିବେ ଓ ତାଙ୍କର ସୁନ୍ଦର ଅଭିନୟ ମଧ୍ୟ ଦେଖିଥିବେ।ଆପଣ ମାନେ ଜାଣିଥିବେ ଏହି ଦୁଇଜଣ ଙ୍କର ଗୋଟିଏ ଝିଅ ଅଛନ୍ତି।ତେବେ ବନ୍ଧୁଗଣ ତାଙ୍କ ଝିଅ କୁ ନେଇ ସୁଟିଙ୍ଗ ସେଟ କୁ ଗଲେ ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ଟି ଆମର ଏହି ଲେଖା ମାଧ୍ୟମରେ। ବନ୍ଧୁଗଣ ଆପଣ ମାନେ ଚନ୍ଦନ ଙ୍କୁ ଓଡ଼ିଆ ମେଗା ଧାରାବାହିକ ତୋ ଅଗଣାର ତୁଳସୀ ମୁଁ ରେ ନିଶ୍ଚୟ ଭାବେ ଦେଖିଥିବେ ଏହି ସିରିଏଲ ରେ ସେ ଖୁବ ସୁନ୍ଦର ଅଭିନୟ କରିଛନ୍ତି ଓ ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି।


ବନ୍ଧୁଗଣ ମାହି ଙ୍କର ଜବରଦସ୍ତ ଅଭିନୟ ଆପଣ ମାନେ ବହୁତ ଗୁଡିଏ ସିରିଏଲ ରେ ଦେଖିଥିବେ ସେ କିଛି ଦିନ ହେବ ସିରିଏଲ ଜଗତରେ ତାଙ୍କୁ ଦେଖିବାକୁ ମିଳିନଥିଲା। ତେବେ ବନ୍ଧୁଗଣ ଆପଣ ମାନେ ଚନ୍ଦନ ଓ ମାହି ଙ୍କୁ ଭଲ ଭାବରେ ଜାଣିଥିବେ।ଏହି ଦୁଇଜଣ ଗତ ବର୍ଷ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ।ଆପଣ ମାନେ ଜାଣିଥିବେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଛନ୍ତି।ବନ୍ଧୁଗଣ ସେ କିଛିଦିନ ପାଇଁ ସିରିଏଲ ଦୁନିଆରୁ ଦୁରେଇ ଯାଇଥିଲେ।ତେବେ ବର୍ତ୍ତମାନ ସେ ତାଙ୍କ ଝିଅ କୁ ନେଇ ସୁଟିଙ୍ଗ ସେଟ କୁ ଯାଇଛନ୍ତି।

 


ବନ୍ଧୁଗଣ ଆପଣ ମାନେ ସମସ୍ତେ ଚନ୍ଦନ ଙ୍କୁ ଲୋକପ୍ରିୟ ଧାରାବାହିକ ତୋ ଅଗଣାର ତୁଳସୀ ମୁଁ ରେ ଆପଣ ମାନେ ନିଶ୍ଚୟ ଦେଖିଥିବେ ଓ ଚନ୍ଦନ ମଧ୍ୟ ଏଥିରେ ଖୁବ ସୁନ୍ଦର ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି।ମାହି ମଧ୍ୟ ବହୁତ ଗୁଡିଏ ସିରିଏଲ ରେ ଅଭିନୟ କରିଛନ୍ତି ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *