Breaking News

ଭିଡିଓ ଦେଖନ୍ତୁ – ଏମିତି କଣ ହେଲା ଯେ ollywood ନାୟିକା ଲିପ୍ସା ମିଶ୍ର (Lipsa) ଶୁଟିଙ୍ଗ ସେଟରେ କାନ୍ଦି କାନ୍ଦି ଭିଡିଓ କରିଲେ

ଆପଣ ମାନେ ଦେଖିଥିବେ ଜି ସାର୍ଥକ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ହେ ପ୍ରଭୁ।ଏହି ସିରିଏଲ ଟି ବହୁତ ସଫଳତା ପାଇବା ସହ ଲୋକପ୍ରିୟତା ହାସଲ କରି ପାରିଛି।ଏହି ସିରିଏଲ ରେ ଅଭିନୟ କରୁଥିବା ଲିପ୍ସା ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ ।ଲିପ୍ସା ତାଙ୍କର ଜବରଦସ୍ତ ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି।ଲିପ୍ସା ବହୁତ ଗୁଡିଏ ସିରିଏଲ ରେ ଅଭିନୟ କରିଛନ୍ତି ଆଉ ଲୋକମାନଙ୍କ ମନ କୁ ଜିତିପାରିଛନ୍ତି ।

ବର୍ତ୍ତମାନ ଲିପ୍ସା ହେ ପ୍ରଭୁ ଧାରାବାହିକ ରେ ଜବରଦସ୍ତ ଅଭିନୟ କରି ଚର୍ଚ୍ଚା ରେ ରହିଛନ୍ତି।ତେବେ ତାଙ୍କର ଏହି ସୁନ୍ଦର ଅଭିନୟ ପାଇଁ ଆଜି ସେ ବହୁତ ଲୋକପ୍ରିୟତା ହାସଲ କରି ପାରିଛନ୍ତି।ତେବେ ଲିପ୍ସା ଙ୍କର ଏହି ସୁନ୍ଦର ଅଭିନୟ ପାଇଁ ଆଜି ହେ ପ୍ରଭୁ ସିରିଏଲ ଟି ବହୁତ ଲୋକପ୍ରିୟତା ହାସଲ କରିଛି।ଲିପ୍ସା ତାଙ୍କ ଅଭିନୟ ର ଯାଦୁ ରେ ଲୋକମାନଙ୍କୁ ବାନ୍ଧି ରଖିଛନ୍ତି।2015 ରେ ଲିପ୍ସା ପ୍ରଥମ ଫିଲ୍ମି କରିଥିଲେ ଫିଲ୍ମି ମାୟା ଏବଂ ପିଲାଟି ବିଗିଡି ଗଲା ରେ ଜବରଦସ୍ତ ଅଭିନୟ କରିଥିଲେ ଲିପ୍ସା।ତେବେ ଆପଣ ମାନେ ଜାଣିଥିବେ ଲିପ୍ସା ଆଗରୁ ତୁଳସୀ ଧାରାବାହିକ ରେ ଅଭିନୟ କରିଥିଲେ। ତେବେ ବନ୍ଧୁଗଣ ଲିପ୍ସା ଙ୍କର ଗୋଟିଏ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ତେବେ ବନ୍ଧୁଗଣ ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଲିପ୍ସା ହେ ପ୍ରଭୁ ସିରିଏଲ ର ସୁଟିଙ୍ଗ ସେଟ ରୁ ନିଜ ଫୋନ ରେ ଗୋଟିଏ ଭିଡ଼ିଓ କରିଛନ୍ତି ଓ ଏହି ଭିଡ଼ିଓ କୁ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଛାଡିଛନ୍ତି।ପରେ ଏହି ଭିଡ଼ିଓ ଟି ବହୁତ ମାତ୍ରାରେ ଭାଇରଲ ହେବାରେ ଲାଗିଛି।ତେବେ ଲିପ୍ସା ଙ୍କର ଫ୍ୟାନ ମାନେ ଏହି ଭିଡ଼ିଓ ଟିକୁ ଏତେ ମାତ୍ରାରେ ସେୟାର କରିଥିଲେ ଯେ ଏହି ଭିଡ଼ିଓ ଟି ନିଆଁ ଭଳି ଭାଇରଲ ହୋଇଯାଇଥିଲା।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.