Breaking News

ଫୁଣି ୨୬ ରେ ହେବ ଭାରତ ବନ୍ଦ, ଦେଖନ୍ତୁ ଏହି ଦିନ ଖୋଲା ରହିବ ଓ କଣ ବନ୍ଦ ରହିବ, ଅନ୍ୟ ମାନଙ୍କୁ ସେୟାର କରି ଜଣାନ୍ତୁ

ପୁଣି ହବ ଭାରତ ବନ୍ଦ । ହଁ ବନ୍ଧୁ କେନ୍ଦ୍ର ସରକାର ଙ୍କ ନୂଆ କୃଷି ଆଇନ ବିରୋଧ ରେ ତେଜିଲା ଆନ୍ଦୋଳନ ମାର୍ଚ୍ଚ ୨୬ ରେ ବନ୍ଦ ର ଡାକରା ଦେଲେ ବିଭିନ୍ନ କୃଷକ ସଂଗଠନ । ଗତ କାଲି ବିଭିନ୍ନ କୃଷକ ସଂଗଠନ ସହ ଦେଶ ର ବିଭିନ୍ନ ଶ୍ରମିକ ଏବଂ ଟ୍ରାନ୍ସପୋର୍ଟ ସଂଗଠନ ଆଲୋଚନା ପରେ ଏହି ନିଷ୍ପତି ନିଆ ଯାଇଛି ।

ବୈଠକ ରେ ମାର୍ଚ୍ଚ ୨୬ ରେ ଭାରତ ବନ୍ଦ ହବ ବୋଲି ଚର୍ଚ୍ଚା ହୋଇଥିବା ଜଣା ପଡ଼ିଛି । କୃଷି ଆଇନ ପ୍ରତ୍ୟାହାର ଦାବି ରେ ଗତ ଚାରି ମାସ ଧରି ଦିଲ୍ଲୀ ର ସୀମା ରେ ବିଭିନ୍ନ କୃଷକ ସଂଗଠନ ଆନ୍ଦୋଳନ ଚଲେଇଆସୁଛନ୍ତି । ଆସନ୍ତା ମାର୍ଚ୍ଚ ୨୬ ତାରିଖ ରେ ଚକା ଜାମ୍ କରି ଶକ୍ତି ପ୍ରଦର୍ଶନ କରିବେ । ସକାଳ ୬:୦୦ ଟା ରୁ ସନ୍ଧ୍ୟା ୬:୦୦ ତ ପର୍ଯ୍ୟନ୍ତ ବନ୍ଦ ହେବ । ଏହା ତୈଳ ଓ ଗ୍ୟାସ ଦର ବୃଦ୍ଧି ବିଭିନ୍ନ ସରକାରୀ ଉଦ୍ୟୋଗ ର ଘରୋଇ କରଣ ଆଦି ପ୍ରତିବାଦ ରେ ସମ୍ପୂର୍ଣ ବନ୍ଦ ହବ ବୋଲି କୃଷକ ସଂଗଠନ ପକ୍ଷରୁ ସୂଚନା ମିଳିଛି ।

ସେପଟେ ଗ୍ରୀଷ୍ମ ଯୋଗୁ ତାପମାତ୍ରା ବୃଦ୍ଧି ପାଇଛି ଓ ଚାଷୀ ମାନେ ସଡ଼କ କର ରେ ପକା ଘର ନିର୍ମାଣ କରୁଛନ୍ତି । ଚାଷୀ ଆନ୍ଦୋଳନ ଏବଂ ତୈଳ ବୃଦ୍ଧି ନେଇ ଗତ ଚାରି ମାସ ମଧ୍ୟ ରେ ଦେଶ ଅନେକ ଥର ବନ୍ଦ ଡାକରା ଦିଆ ଯାଇ ଥିବା ବେଳେ ତାହା ଫଳ ପ୍ରଦ୍ ହୋଇ ନଥିଲା । ସେଥିପାଇଁ ପୁଣି ଥରେ ଭାରତ ବନ୍ଦ ଡାକରା କୁ ସଫଳ କରିବା ପାଇଁ କୃଷକ ସଂଗଠନ ର ଅନୁରୋଧ ରହିଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଖି ବୁଜିଲେ ମୁମ୍ବାଇର ନିର୍ଭୟା, ତାଙ୍କ ସହ ଯାହା ହୋଇଥିଲା ଶୁଣିଲେ ଲୁହକୁ ରୋକି ପାରିବେ ନାହିଁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ମୁମ୍ବାଇ ର ସାକିନକା ଆଞ୍ଚଲ ରେ ଦୁ-ଷ୍କ-ର୍ମ ହୋଇଥିବା …

Leave a Reply

Your email address will not be published. Required fields are marked *