Breaking News

ଦେଖନ୍ତୁ ଭିଡିଓ – ବିବାହ ପରେ ସବ୍ୟସଚୀ ଅର୍ଚ୍ଚିତା(Sabyasachi Archita) ମିଶି ବର୍ଷାଙ୍କ ଘରକୁ ବୁଲିବା ପାଇଁ ଗଲେ

ଆପଣ ମାନେ ଜାଣିଥିବେ ଗତ ସପ୍ତହ ରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କର ବିବାହ ଘର ର ଭୋଜି ଭୁବନେଶ୍ବର ରେ ଦେଇଛନ୍ତି । ସେଥିପାଇଁ ସେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ନିମନ୍ତ୍ରଣ ଦେଇଥିଲେ । ସବ୍ୟସାଚୀ ଙ୍କ ନିମନ୍ତ୍ରଣ ରଖି ତାଙ୍କ ବିବାହ ଘର ଭୋଜି ରେ ଓଡ଼ିଆ ଫିଲ୍ମ୍ ଏବଂ ସିରିଏଲ୍ ଦୁନିଆ ର ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତା ଯୋଗ ଦେଇଥିଲେ ।

ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଅଭିନେତ୍ରୀ ଚୁଲବୁଲି ନାୟିକା ବର୍ଷା ପ୍ରିୟଦର୍ଶିନୀ କୌଣସି କାରଣରୁ ତାଙ୍କ ବିବାହ ଘର ଭୋଜି ରେ ଯୋଗ ଦେଇପରି ନଥିଲେ ଯାହା ଫଳ ରେ ଗତ କାଲି ବର୍ଷା ପ୍ରିୟଦର୍ଶିନୀ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କୁ ଡିନର ପାଇଁ ନିମନ୍ତ୍ରଣ କରିଥିଲେ । ବର୍ଷା ପ୍ରିୟଦର୍ଶିନୀ ଙ୍କ ନିମନ୍ତ୍ରଣ ରକ୍ଷା କରି ସବ୍ୟସାଚୀ ଓ ଅର୍ଚ୍ଚିତା ତାଙ୍କ ଘରେ ପହଞ୍ଚିଥିଲେ ଏବଂ ବର୍ଷା ପ୍ରିୟଦର୍ଶିନୀ ଙ୍କ ଘରେ ଡିନର କରିଥିଲେ ।

ବର୍ଷା ପ୍ରିୟଦର୍ଶିନୀ ସବ୍ୟ ଓ ଅର୍ଚ୍ଚିତାଙ୍କୁ ବିବାହ ର ଅନେକ ଅନେକ ଶୁଭେଚ୍ଛା ଶୁଭ କାମନା ଜଣାଇଥିଲେ । ତାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି ତାଙ୍କୁ ଆର୍ଶୀବାଦ ଦେଇଥିଲେ । ଆପଣ ମାନେ ଜାଣିଥିବେ ବନ୍ଧୁ ଗଣ ଯେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ଅଲଗା ହୋଇଯାଇଛନ୍ତି । ତାଙ୍କର ଛାଡ଼ପତ୍ର ର ମାମଲା ବର୍ତ୍ତମାନ କୋର୍ଟ ରେ ଚାଲିଅଛି । ସବ୍ୟ ଏବଂ ଅର୍ଚ୍ଚିତା ଯୋଡ଼ି ଆପଣ ମାନ ଙ୍କୁ କେମିତି ଲାଗୁଚି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.