Breaking News

ଦେଖନ୍ତୁ ଭିଡିଓ – ସବ୍ୟ ଅର୍ଚ୍ଚିତାଙ୍କ କଉଡି ଖେଳ ଭିଡିଓ ହେଲା ଭାଇରାଳ, ଦେଖନ୍ତୁ କିଏ ଜିତିଲା କିଏ ହାରିଲା

ସବ୍ୟସାଚୀ ଓ ଅର୍ଚ୍ଚିତା ତାଙ୍କ ରିସିପେଶନ ପାର୍ଟି ଏକ ନୂଆ ଢଙ୍ଗ ରେ କରିଥିଲେ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ ସପ୍ତାହ ରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସବ୍ୟସାଚୀ ଓ ଅର୍ଚ୍ଚିତା ରାଜସ୍ଥାନ ର ଏକ ବିଲାସ ପୂର୍ଣ୍ଣ ସ୍ଥାନ ରେ ରାଜକୀୟ ଢଙ୍ଗ ରେ ବିବାହ କରିଥିଲେ ।

ସବ୍ୟ ଓ ଅର୍ଚ୍ଚିତା ଙ୍କ ପରିବାର ଉପସ୍ଥିତି ଥିଲେ ଏବଂ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ଘର ଟି ସମ୍ପୂର୍ଣ ହୋଇଥିଲା । ବିବାହ ର କିଛି ଦିନ ପରେ ସେ ଓଡ଼ିଶା କୁ ଫେରିଥିଲେ ଓ ତାଙ୍କ ବିବାହ ଘର ର ରିଶେପେଶନ ଭୁବନେଶ୍ୱର ରେ ଆୟୋଜନ କରିଥିଲେ । ଏହି ବିବାହ ରିସେପେସନ୍ ପାଟି ରେ ଅନେକ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ । ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ର ଏକ ଫଟୋ ସୋସିଆଲ ମିଡ଼ିଆ ଭାଇରାଳ ହାବ କୁ ଲାଗିଛି ।

ଏହି ଫଟୋ ରେ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ କଉଡ଼ି ଖେଳ ର ଫଟୋ ଯାହାକୁ ସବ୍ୟସାଚୀ ନିଜେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରି କହିଛନ୍ତି ଯେ ଏହି କଉଡ଼ି ଖେଳ ରେ ଅର୍ଚ୍ଚିତା ଜଣେ କବାଡି ପ୍ଲେୟର ଭଳି ଜୋରସେ ଖେଳିଥିଲେ । ଏହି ପୋଷ୍ଟ ଟି କୁ ଅଧିକାଂଶ ଦର୍ଶକ ମାନେ ଦେଖି କମେଣ୍ଟ ବସ୍କ ରେ ଲେଖିଛନ୍ତି ଯେ ତାଙ୍କର ଏହି କଉଡ଼ି ଖେଳ ରେ ଅର୍ଚ୍ଚିତା ଜିତିଥିବେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.