Breaking News

ବବି ମିଶ୍ର ଓ କୋୟେଲ ବାନାର୍ଜୀ ସନ୍ନ୍ୟାସ ଧର୍ମ ଗ୍ରହଣ କଲେ ଏହା ପଛ ର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଜାଣିଥିବେ ଉଳିଉଡ଼ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତା ସୁପର ଷ୍ଟାର୍ ବବି ମିଶ୍ର । ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ଅନେକ ଚଳଚ୍ଚିତ୍ର ରେ । ସେ ଅନେକ ଫିଲ୍ମ୍ ରେ ନେଗେଟିଭ ଚରିତ୍ର ରେ ଅଭିନୟ କରିଥିବା ର ଦେଖିବାକୁ ମିଳିଛି । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ମାନ ଙ୍କ ର ଅତି ପ୍ରିୟ ହୋଇପାରିଛନ୍ତି ତ ସହିତ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ମଧ୍ୟ ଅର୍ଜନ କରିଛନ୍ତି ।ବବି ମିଶ୍ର ଙ୍କ ସମସ୍ତ ଫିଲ୍ମ୍ ମଧ୍ୟ ସୁପର ହିଟ୍ ହୋଇଛି ।

ସେ ପ୍ରଥମେ ଆଲବମ୍ ରୁ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ ଓ ତାଙ୍କର ସମସ୍ତ ଆଲବମ୍ ମଧ୍ୟ ଲୋକ ମାନ ଙ୍କ ହୃଦୟ କୁ ଛୁଇଁଥିଲା । ବବି ମିଶ୍ର ଙ୍କ ପତ୍ନୀ କୋୟେଲ ବାନାର୍ଜୀ । ସେ ହଉଛନ୍ତି ବେଙ୍ଗୋଳି ଝିଅ । ସେ ବେଙ୍ଗୋଳୀ ହୋଇଥିଲେ ମଧ୍ୟ ସେ ଉଳିଉଡ଼ ଇଣ୍ଡଷ୍ଟ୍ରି ରେ ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ପ୍ରିୟ ହବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ମଧ୍ୟ ଅର୍ଜନ କରିଛନ୍ତି । ସେ ଅନେକ ଫିଲ୍ମ୍ ରେ ହି ଭାବେ ଅଭିନୟ କରିଛନ୍ତି ।

ସେ ଦୁଇ ଜଣ ସୁଟିଂ ସେଟ୍ ରୁ ପରସ୍ପର କୁ ଭଲ ପାଇଥିଲେ ଓ ତା ପରେ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବବି ମିଶ୍ର ଓ କୋୟେଲ ବାନାର୍ଜୀ ଙ୍କ ର ଏକ ଫଟୋ ସୋସିଆଲ ମିଡ଼ିଆ ରେ ଭାଈରାଲ୍ ହବା ରେ ଲାଗିଛି । ଏହି ଫଟୋ ରେ ସନ୍ନ୍ୟାସ ର ବେଶ୍ ଧାରଣ କରିଛନ୍ତି । ଯାହାକୁ ଦର୍ଶକ ମାନେ ଦେଖି ଭାବୁଛନ୍ତି ବବି ମିଶ୍ର ଓ କୋୟେଲ ସନ୍ନ୍ୟାସ ଧର୍ମ କରିଛନ୍ତି । ଆମେ ଆପଣ ଙ୍କୁ କହି ରଖୁଛୁ ଯେ ଏହି ଫଟୋ ଟି ତାଙ୍କର ସୁଟିଂ ସେଟ୍ ର ଓ ଏହି ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *