Breaking News

ବର୍ଷା ଅନୁଭବ ବିବାଦରେ ନୂଆ ଟୁଇଷ୍ଟ, ଫୁଣି ଥରେ ସ୍ଵାମୀ ଅନୁଭବଙ୍କ ନାମରେ ଥାନାରେ ଅଭିଯୋଗ କରିଲେ ବର୍ଷା

ଆପଣ ମାନେ ସମସ୍ତେ ଆମ ଓଲିଉଡ ଜଗତର ଚର୍ଚ୍ଚିତ ଯୋଡି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ନିଶ୍ଚୟ ଜାଣିଥିବେ ଏହି ଦୁହେଁ ଓଲିଉଡ ଜଗତରେ ବହୁତ ଫେମସ ହୋଇଛନ୍ତି।ଏହି ଦୁଇଜଣଙ୍କ ଅଭିନୟ କୁ ଲୋକମାନେ ଖୁବ ପସନ୍ଦ କରନ୍ତି ।ଏହି ଦୁଇଜଣ ଏକାଠି ଅଭିନୟ କରୁ କରୁ ପ୍ରେମ ରେ ପଡ଼ିଥିଲେ ଓ ପରେ ଏହି ଦୁଇଜଣ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ।ତେବେ ଆପଣ ମାନେ ଜାଣିଥିବେ ଏମାନଙ୍କ ପାରିବାରିକ ଜୀବନ ରେ ଫାଟ ସୃଷ୍ଟି ହୋଇଥିଲା।


ତେବେ ଓଲିଉଡ ଜଗତର ଏହି ଫେମସ ଯୋଡି ଦୁହେଁ ଦୁହିଁଙ୍କୁ ଛାଡପତ୍ର ଦେବା ପାଇଁ କୋର୍ଟ ର ଦ୍ବାରସ୍ଥ ହୋଇଛନ୍ତି।ଏବେ ବର୍ଷା ଓ ଅନୁଭବ ଗୋଟିଏ ଘରେ ରହିଲେ ମଧ୍ୟ ଅଲଗା ଅଲଗା ରହୁଛନ୍ତି।ଗତ କାଲି ସନ୍ଧ୍ୟା ରେ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀ ଙ୍କ ନାମରେ ଅଭିଯୋଗ ଆଣିଛନ୍ତି।ସେ ଅଭିଯୋଗ ରେ କହିଛନ୍ତି ତାଙ୍କ ରୁମ ର ଏସି ଆଉ ଟିଭି କନେକ୍ସନ ବନ୍ଦ କରାଯାଇଛି।ଖରା ଦିନ ଚାଲୁଥିବାରୁ ସେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଏହି ଅଭିଯୋଗ ରେ କହିଛନ୍ତି।


ତେବେ ବର୍ଷା କହିଛନ୍ତି ତାଙ୍କ ରୁମ ରେ ଏସି ସଂଯୋଗ କରାଯାଉ।ଏବଂ ତାଙ୍କ ରୁମ କୁ ଟିଭି ର ସଂଯୋଗ କରାଯାଉ ଏହିଭଳି ଅଭିଯୋଗ ଆଣି ବର୍ଷା କାଲି ସନ୍ଧ୍ୟା ରେ ପୁରୀ ଘାଟ ଥାନାରେ ଏତଲା ଦେଇଛନ୍ତି।ପୁରୀ ଘାଟ ଥାନା ଅଧିକାରୀ ବର୍ଷା ଙ୍କର ଅଭିଯୋଗ କୁ ରଖି ଏହାର ତଦନ୍ତ ଜାରି ରଖିଛନ୍ତି।ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅନୁଭବ ଓ ବର୍ଷା ଙ୍କ ମଧ୍ୟରେ ଛଅ ମାସ ପୂର୍ବରୁ ଝଗଡା ହୋଇ ଯାଇଛି।ଏବେ କୋର୍ଟ ରେ ଅନୁଭବ ଓ ବର୍ଷା ଙ୍କର ଛାଡପତ୍ର ମାମଲା ଚାଲି ଅଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *