Breaking News

ଦେଖନ୍ତୁ ଭିଡିଓ – ସବ୍ୟସଚୀ ଓ ଅର୍ଚ୍ଚିତା(Sabyasachi Archita) ଭୁବନେଶ୍ଵରରେ ଦେଲେ ତାଙ୍କର ରିସେପସନ ପାର୍ଟି

ଆପଣ ମାନେ ସମସ୍ତେ ଆମ ଓଲିଉଡ ଜଗତର ଫେମସ ଅଭିନେତା ସବ୍ୟସାଚୀ ଓ ଫେମସ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ନିଶ୍ଚୟ ଜାଣିଥିବେ । ସବ୍ୟସାଚୀ ଓ ଅର୍ଚ୍ଚିତା ଏହି ଯୋଡି ଓଲିଉଡ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।ଏହି ଦୁହେଁ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରିବା ସହ ବହୁତ ଫେମସ ମଧ୍ୟ ହୋଇ ପାରିଛନ୍ତି। ଆପଣ ମାନେ ଜାଣିଥିବେ ଏହି ଦୁହିଁ ଙ୍କର ଯୋଡି ଙ୍କୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରନ୍ତି।ବନ୍ଧୁଗଣ ଗତ ମାର୍ଚ୍ଚ ମାସ 1 ତାରିଖରେ ଏହି ଦୁଇଜଣ ରାଜସ୍ଥାନ ରେ ଯାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ମାର୍ଚ୍ଚ 5 ତାରିଖ ଦିନ ଓଡିଶା ଫେରିଥିଲେ।

ତେବେ ବନ୍ଧୁଗଣ ଓଡିଶା ଫେରିବା ପରେ ଏହି ଦୁଇଜଣ ତାଙ୍କ ବାହାଘର ଭୋଜି ଭୁବନେଶ୍ୱର ରେ ଦେଇଛନ୍ତି।ଏହି ବାହାଘର ଭୋଜି ରେ ଓଡ଼ିଆ ଫିଲ୍ମି ଜଗତ ଓ ଓଡ଼ିଆ ସିରିଏଲ ଜଗତର ଅନେକ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଯୋଗ ଦେଇଥିଲେ।ଆସନ୍ତୁ ଜାଣିବା ସବ୍ୟ ଓ ଅର୍ଚ୍ଚିତା ଙ୍କର ବାହାଘର ଭୋଜି ରେ କେଉଁ କେଉଁ ଅଭିନେତା ଅଭିନେତ୍ରୀ ମାନେ ଯୋଗ ଦେଇଥିଲେ।

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ମାର୍ଚ୍ଚ 1 ତାରିଖରେ ରାଜସ୍ଥାନ ର ଏକ ବିଳାସ ପୂର୍ଣ୍ଣ ଜାଗାରେ ଯାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ସବ୍ୟ ଓ ଅର୍ଚ୍ଚିତା।ତେବେ ଏହି ଦୁଇଜଣ ତାଙ୍କ ବାହାଘର କୁ କୌଣସି ଅଭିନେତା ଅଭିନେତ୍ରୀ ମାନଙ୍କୁ ନିମନ୍ତ୍ରଣ କରିନଥିଲେ ଏହାର କାରଣ ହେଉଛି ସେ ଓଡିଶା ବାହାରେ ବିବାହ କରିଥିଲେ।ବିବାହ ର ଚାରି ଦିନ ପରେ ଓଡିଶା ଫେରିଥିଲେ ଓ ତାଙ୍କ ବିବାହ ର ଭୋଜି ଦେଇଥିଲେ।ତେବେ ଏହି ଭୋଜି ରେ ସେ ଓଲିଉଡ ଜଗତର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ନିମନ୍ତ୍ରଣ କରିଥିଲେ ଓ ସମସ୍ତେ ତାଙ୍କର ଏହି ଭୋଜି କୁ ଆସିଥିଲେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *