Breaking News

ବାହାଘରରେ ସବ୍ୟସଚୀ ଅର୍ଚିତା (sabyasachi archita) ଙ୍କୁ ଏହି ଉପହାର ସବୁ ଦେଲେ, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ସବ୍ୟସାଚୀ ଓ ଅର୍ଚ୍ଚିତା ତାଙ୍କ ରିସିପେଶନ ପାର୍ଟି ଏକ ନୂଆ ଢଙ୍ଗ ରେ କରିଥିଲେ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ ସପ୍ତାହ ରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସବ୍ୟସାଚୀ ଓ ଅର୍ଚ୍ଚିତା ରାଜସ୍ଥାନ ର ଏକ ବିଲାସ ପୂର୍ଣ୍ଣ ସ୍ଥାନ ରେ ରାଜକୀୟ ଢଙ୍ଗ ରେ ବିବାହ କରିଥିଲେ । ସବ୍ୟ ଓ ଅର୍ଚ୍ଚିତା ଙ୍କ ପରିବାର ଉପସ୍ଥିତି ଥିଲେ ଏବଂ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ଘର ଟି ସମ୍ପୂର୍ଣ ହୋଇଥିଲା ।

ବିବାହ ର କିଛି ଦିନ ପରେ ସେ ଓଡ଼ିଶା କୁ ଫେରିଥିଲେ ଓ ତାଙ୍କ ବିବାହ ଘର ର ରିଶେପେଶନ ଭୁବନେଶ୍ୱର ରେ ଆୟୋଜନ କରିଥିଲେ । ଏହି ବିବାହ ପାଟି ରେ ଅନେକ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ । ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇଲାଲ୍ ହବା ରେ ଲାଗିଛି ଯେ ବାହାଘର ପରେ ପ୍ରଥମ ଥର ପାଇଁ ସବ୍ୟସାଚୀ ଅର୍ଚ୍ଚିତା ଙ୍କୁ ଉପହାର ଦେଲେ । ହଁ ବନ୍ଧୁ ଫଟୋ ରୁ ଜଣା ପଡ଼ିଛି ଯେ। ସବ୍ୟସାଚୀ ଏକ ଜୁଏଲାରୀ ଶପ୍ ରେ ଅଛନ୍ତି ।

ସେଠାରେ ସବ୍ୟ ଜୁଏଲାରୀ ସପ ର ଉଦ୍ଘାଟନ ନିମନ୍ତେ ସେଠାରେ ସେ ଯୋଗ ଦେଇଛନ୍ତି ମୁଖ୍ୟ ଗେଷ୍ଟ ହିସାବ ରେ । ସେ ଉଦ୍ଘାଟନ ମଧ୍ୟ କରିଛନ୍ତି । ସେ ଭୁବନେଶ୍ୱର ର ଗୋଲ୍ଡ ଟି ଡାଇମନ୍ ଜୁଏଲ୍ଲେରି ରି ରେ ପ୍ରଥମ ଥର ପାଇଁ କିଣିଥିବା ର ନଜର ଆସିଛନ୍ତି ସବ୍ୟସାଚୀ । ସବ୍ୟସାଚୀ ଏହି ଫଟୋ ଗୁଡ଼ିକ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି । ଅର୍ଚ୍ଚିତା ଙ୍କ ପାଇଁ ଏକ ନେକେଲେସ କିଣୁଛନ୍ତି ସବ୍ୟ । ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *