Breaking News

ପ୍ରଥମ ଥର ପାଇଁ ଦେଖନ୍ତୁ ସିଦ୍ଧାନ୍ତ ମହାପାତ୍ର(Sidhant Mohapatra) ଙ୍କ ପୁଅ ସାଇ ସିଦ୍ଧିର ବ୍ରତ ଘର ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର ୨୦୦୪ ମସିହା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ସେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାମା ମିଶ୍ର ଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ସିଦ୍ଧାନ୍ତ ମହାପାତ୍ର ଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ସିଦ୍ଧାନ୍ତ ମହାପାତ୍ର ଙ୍କ ଝିଅ ର ନାମ ହଉଛି ସାଇ ସମର୍ଥା ଓ ପୁଅ ନା ହଉଛି ସାଇ ସିଦ୍ଧି । ସେ ଦୁଇ ଜଣ ବର୍ତ୍ତମାନ ଭୁବେଶ୍ୱରରେ ପାଠ ପଢ଼ୁଛନ୍ତି ।

ଯାହା ସୂଚନା ମିଳିଛି ସିଦ୍ଧାନ୍ତ ମହାପାତ୍ର ଙ୍କ ପୁଅ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଆଜି ଆମେ ଜାଣିବା ସିଦ୍ଧାନ୍ତ ମହାପାତ୍ର ଙ୍କ ପୁଅ ସାଇ ସିଦ୍ଧି ର ବ୍ରତ୍ତ ଘର ବିଷୟ ରେ ଏବଂ ଜାଣିବା ଯେ ତାଙ୍କ ପୁଅ ବ୍ରତ୍ତ୍ ଘରେ କେଉଁ କେଉଁ ଅଭିନେତା ମାନେ ଯୋଗ ଦେଇଥିଲେ । ଆପଣ ମାନେ ଜାଣିଥିବେ ୯୦ ଦଶକ୍ ରୁ ଅନେକ ଗୁଡ଼ିଏ ସୁପର୍ ହିଟ ଫିଲ୍ମ୍ କରିସାରିଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର୍ ଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର ଓ ତାଙ୍କ ଅଭିନୟ କୁ ଦର୍ଶକ ମାନେ ଏ ପର୍ଯ୍ୟନ୍ତ ପସନ୍ଦ କରନ୍ତି ।

ଯାହା ଫଳରେ ଏବେ ବି ସିଦ୍ଧାନ୍ତ ମହାପାତ୍ର ହିରୋ ଭୂମିକା ରେ ଅନେକ ଗୁଡ଼ିଏ ଫିଲ୍ମ୍ କରିସାରିଛନ୍ତି । ବର୍ତ୍ତମାନ ତାଙ୍କର ନୂଆ ଓଡ଼ିଆ ସିରଏଲ୍ କେମିତି କହିବି କହ ର ସୁଟିଂ ଖୁବ୍ ଜୋର୍ ସରେ ଚାଲିଅଛି । ଏହି ଧାରାବାହିକ ଟି ଜି ସାର୍ଥକ ରେ ପ୍ରସାରିତ ହେଉଛି । ଏହି ଧାରାବାହିକ ଟି ରେ ତାଙ୍କ ବିପକ୍ଷ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ସୁପ୍ରିୟା ନାୟିକା ଭାବେ ଅଭିନୟ କରୁଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *