Breaking News

ଓଡିଆ ସିରିଏଲ ଅଭିନେତ୍ରୀ ମାନିନୀ(sweet)ଙ୍କ ପରିବାରରେ କିଏ କିଏ ଅଛନ୍ତି ପ୍ରଥମ ଥର ଦେଖନ୍ତୁ

ଆଜି ଆମେ ଜାଣିବା ଜଣେ ଜଣ ଶୁଣା ଅଭିନେତ୍ରୀ । ଆପଣ ମାନେ ମଧ୍ୟ ତାଙ୍କ ଅଭିନୟ ଦେଖିଛନ୍ତି ଓ ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥାଆନ୍ତି । ଆମେ କହୁଛୁ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ସ୍ଵୀଟ ପଟ୍ଟନାୟକ ଙ୍କ ବିଷୟ ରେ । ଆପଣ ମାନେ ସ୍ଵୀଟ ପଟ୍ଟନାୟକ ଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ ।

ଜି ସାର୍ଥକ ଟିଭି ର ମାନିନୀ ଧାରାବାହିକ ରେ ଅଭିନୟ କରୁଥିଲେ । ତାଙ୍କର ଅଭିନୟ ଫଳରେ ମାନିନୀ ଓଡ଼ିଶା ର ନମ୍ବର ୱାନ ଧାରାବାହିକ ହୋଇଥିଲା । ମାନିନୀ ଧାରାବାହିକ ଦେଖିବା ପାଇଁ ଦର୍ଶକ ମାନେ ଅପେକ୍ଷା କରିଥାଆନ୍ତି । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହେବା ସହ ବହୁ ନାମ ମଧ୍ୟ ଅର୍ଜନ କରିଛନ୍ତି ।

 

ତାଙ୍କ ଅଭିନୟ ଯାଦୁ ରେ ସେ ଆଜି ଲୋକ ମାନ ଙ୍କୁ ବନ୍ଧୁ ରଖିଛନ୍ତି । ସେ ଅନେକ ଧାରାବାହିକ କରିବା ସହ ବହୁ ଗୁଡ଼ିଏ ଆଲବମ୍ ମଧ୍ୟ କରିଛନ୍ତି । ହଁ ବନ୍ଧୁ ଗତ ଦୁଇ ବର୍ଷ ତଳେ ସେ ବିବାହ କରିଥିଲେ ଓ ବର୍ତ୍ତମାନ ତାଙ୍କର ଗୋଟିଏ ପୁଅ ଜନ୍ମ ହୋଇଛି । ସେ ବର୍ତ୍ତମାନ ତାଙ୍କ ପରିବାର ସହ ଭୁବନେଶ୍ୱର ରେ ରହୁଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.