Breaking News

ଦେଖନ୍ତୁ ଅନୁଭବ ବର୍ଷା(Anubhav Barsha) ଏକାଠି ହୋଇ କିପରି ମହା ଶିବରାତ୍ରି ପାଳନ କରିଲେ

ମହା ଶିବରାତ୍ରି ରେ ଏହି ଦିନ ଶିବ ଭକ୍ତ ଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ ହୋଇଥାଏ ଦିନ ସାରା ଭକ୍ତ ମାନେ ନିର୍ଜଳା ଉପବାସ ମଧ୍ୟ ରହିଥାନ୍ତି । ଏବଂ ରାତ୍ରି ସାରା ଉଜାଗର ରହି ଦ୍ଵୀପ ଦାନ ଜରିଆରେ ପ୍ରଭୁ ଙ୍କୁ ସ୍ମରଣ କରିଥାନ୍ତି । ମହଦ୍ଵିପ୍ ଉଠିବା ପରେ ଏହା ସମାପ୍ତି ହୋଇଥାଏ ତେବେ ଅନୁଭବ ଓ ବର୍ଷା କେମିତି ପାଳିଛନ୍ତି । ଗତ କିଛି ଦିନ ହେଲାଣି ଉଲିଉଡ୍ ର ସୁପର ଷ୍ଟାର୍ ଅନୁଭବ ମହାନ୍ତି ଏବଂ ଅଲିଉଡ୍ କ୍ଵିନୀ ବର୍ଷା ପ୍ରୟଦର୍ଶିନୀ ଙ୍କ ମଧ୍ୟ ରେ ବିବାଦ ଲାଗିରହିଛି ।

ବର୍ଷା ପ୍ରିୟଦର୍ଶିନୀ ଅନୁଭବ ଙ୍କ ନାଆଁ ରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ କରିଥିଲେ । ଅନୁଭବ ପି ବର୍ଷା ଙ୍କ ନା ରେ ଛାଡପତ୍ର ମାମଲା ରୁଜ୍ଜୁ କରିଥିଲେ । ଦିଲ୍ଲୀ ର ପର୍ତ୍ତିଆଲ୍ ହାଉସ ପାରିବାରିକ ଅଦାଲତ ରେ ଅନୁଭବ ଙ୍କ ଦ୍ଵାରା ଦାଖଲ ହୋଇଥିବା ଛାଡପତ୍ର ମାମଲା ଉପରେ ସ୍ଥଗିତ ଜାରି ରଖିଥିଲେ ସର୍ବୋଚ୍ଚ ନ୍ୟାଲାୟ । ଉଭୟ ପକ୍ଷ ମଧ୍ୟ ରେ ସହମତିକ ଭିତ୍ତିକ ଆଲୋଚନା , ବୁଝବଣା ଓ ସମାଧାନ ପାଇଁ ଉଭୟ ପକ୍ଷ ର ଓକିଲ ଙ୍କୁ ପରାମର୍ଶ ଦେଇଥିଲେ ସର୍ବୋଚ୍ଚ ନ୍ୟାଳୟ ।

ସର୍ବୋଚ୍ଚ ନ୍ୟାଳାୟ ମଧ୍ୟସ୍ଥତା କେନ୍ଦ୍ର ଜରିଆରେ ଏହି ବିବାଦ ର ସମାଧାନ କରିବାକୁ ମଧ୍ୟ କୁହାଯାଇଛି । ଅନେକ ମହଲ ରୁ ସୂଚନା ଆସୁଛି ଯେ ଅନୁଭବ ଓ ବର୍ଷା ପୁଣି ଥରେ ଆମକୁ ସୁପର୍ ହିଟ ସିନେମା ଦିଅନ୍ତୁ । ହଁ ବନ୍ଧୁ ଆସନ୍ତା ଏପ୍ରିଲ ୫ ତାରିଖ ରେ କଟକ ର ଫାମିଲ୍ କୋର୍ଟ କୁ ସ୍ଥାନାନ୍ତରିତ କରିବା ପାଇଁ ସୁପ୍ରିମ କୋର୍ଟ ଦିଲ୍ଲୀ ର ପର୍ଟିଆଲ୍ ହାଉସ କୋଟ କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *