Breaking News

ଭିଡିଓ ଦେଖନ୍ତୁ – ଓଡିଆ ଅଭିନେତ୍ରୀ ଏଲିନା ସମାନ୍ତରାୟ(Elina Samantray) ଙ୍କ ସହ ସାଥି କଳାକାର ମାନେ କିପରି ମଜା କରୁଛନ୍ତି

ଆପଣ ମାନେ ସମସ୍ତେ ଏହି ବ୍ୟସ୍ତ ବହୁଳ ଜୀବନ ରେ ସବୁବେଳେ ବ୍ୟସ୍ତ ରୁହନ୍ତି ଏହି ବ୍ୟସ୍ତତା ଭିତରେ ଆମ ଲୋକମାନେ କେତେବେଳେ କିଛି ସମୟ କାଢି ମାନରଞ୍ଜନ କରିଥାନ୍ତି କିଏ ଫିଲ୍ମି ଦେଖି ଥାନ୍ତି ତ ଆଉ କିଏ ଗୀତ ଗାଇ ଥାନ୍ତି ।ତେବେ ବନ୍ଧୁଗଣ ଆମ ଲୋକମାନେ ସବୁବେଳେ ଫିଲ୍ମି ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି।ଆପଣ ମାନେ ଦେଖିଥିବେ ଆମ ଦେଶରେ ଫିଲ୍ମି ଆଉ ସିରିଏଲ ର ବହୁତ ଚାହିଦା ରହିଛି।

ତେବେ ବନ୍ଧୁଗଣ ଆମ ଓଲିଉଡ ଚଳଚିତ୍ର ରେ କିଛି ଅଭିନେତ୍ରୀ ଏମିତି ଅଛନ୍ତି ଯିଏ ଖୁବ ସୁନ୍ଦର ଅଭିନୟ କରନ୍ତି ଓ ତାଙ୍କର ଏହି ସୁନ୍ଦର ଅଭିନୟ ଦେଖି ତାଙ୍କର ବହୁତ ଫ୍ୟାନ ହେଉଛନ୍ତି।ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ଜଗତର ଲୋକପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କୁ ନିଶ୍ଚୟ ଜାଣିଥିବେ ଓ ତାଙ୍କର ସୁନ୍ଦର ଅଭିନୟ ମଧ୍ୟ ଦେଖିଥିବେ ଏଲିନା ଙ୍କର ବହୁତ ଫ୍ୟାନ ମଧ୍ୟ ଅଛନ୍ତି ।

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ତରଙ୍ଗ ଟିଭି ର ଗୋଟିଏ ରିଆଲିଟି ସୋ ଯାହାର ନାମ ହେଲା କିଏ ହେବ ମୋ ହିରୋଇନ ଏହି ରିଆଲିଟି ସୋ ରେ ବିଜେତା ହୋଇ ସେ ଓଲିଉଡ ଜଗତରେ ଏଣ୍ଟ୍ରି କରିଥିଲେ ଓ ସେବେଠୁ ସେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛନ୍ତି।ଏଲିନା ବହୁତ ଗୁଡିଏ ହିଟ ଫିଲ୍ମି କରି ସାରିଛନ୍ତି ଏବେ ପୁଣି ସେ ଫିଲ୍ମି ସୁଟିଙ୍ଗ ରେ ବ୍ୟସ୍ତ ଅଛନ୍ତି ।

ତେବେ ବନ୍ଧୁଗଣ ଏଲିନା ଙ୍କୁ ଏବେ ଗୋଟିଏ ଫିଲ୍ମି ସୁଟିଙ୍ଗ ସେଟ ରେ ଦେଖିବାକୁ ମିଳିଥିଲା ।ଏଠି ଏଲିନା ସିଙ୍ଗର ସ୍ଵୟମ ପାଢ଼ୀ ଙ୍କ ସହ ମଜା କରୁଥିବାର ଦେଖଜବାକୁ ମିଳିଥିଲା।ଏହି ଭିଡ଼ିଓ ରେ ଏଲିନା ଙ୍କୁ ଜଣେ ପଚାରୁଛନ୍ତି ସ୍ଵୟଂମ ଙ୍କର ଟାଇଟଲ କଣ ଏଲିନା ହସି ହସି କହୁଛନ୍ତି ମୁଁ ଜାଣିନି ।ତାପରେ ଜଣେ ଆସି ଏଲିନା ଙ୍କୁ ପଇଡ଼ ପାଣି ପିଇବାକୁ ଦେଉଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *