Breaking News

ଜଣାନ୍ତୁ କେଉଁ ଅଭିନେତ୍ରୀ କେତେ ପାଠ ପଢ଼ିଛନ୍ତି, ଏହି ହିରୋଇନ ମ୍ୟାଟ୍ରିକ ଫେଲ ନାମ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ..

ଆମ ଓଲିଉଡ ଜଗତରେ ଖୁବ ସୁନ୍ଦର ଅଭିନୟ କରୁଥିବା ନାୟିକା ମାନେ ଅଛନ୍ତି ।ଏହି ନାୟିକା ମାନେ ତାଙ୍କର କଠିନ ପରିଶ୍ରମ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି ଏହି ଅଭିନେତ୍ରୀ ମାନେ କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚା ରେ ରହି ଆସିଛନ୍ତି।ବନ୍ଧୁଗଣ ଆମେ ଆଜି ଜାଣିବା ଆମ ଓଲିଉଡ ଜଗତର କେଉଁ ହିରୋଇନ କେତେ ପାଠ ପଢ଼ିଛନ୍ତି।ତେବେ ବନ୍ଧୁଗଣ ଡେରି ନ କରି ଆସନ୍ତୁ ଜାଣିବା।


ବନ୍ଧୁଗଣ ଆମର ଏହି ଲିଷ୍ଟ ର ପ୍ରଥମ ସ୍ଥାନ ରେ ଅଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ।ଆପଣ ମାନେ ସମସ୍ତେ ଏଲିନା ଙ୍କର ଜବରଦସ୍ତ ଅଭିନୟ ଦେଖିଥିବେ।ଯଦି ଆମେ ଏଲିନା ଙ୍କର ଶିକ୍ଷା ଗତ ଯୋଗ୍ୟତା ଦେଖିବା ତାହେଲେ ସେ ରେଭେନ୍ସା କଲେଜ ରେ ଗ୍ରାଜୁଏସନ ପୁରଣ କରିଛନ୍ତି ଓ ଏବେ ଓଲିଉଡ ଜଗତରେ କାମ କରୁଛନ୍ତି।


ବନ୍ଧୁଗଣ ଆମର ଏହି ଲିଷ୍ଟ ର ଦିତୀୟ ସ୍ଥାନ ରେ ଅଛନ୍ତି ଝିଲିକ ।ଆପଣ ମାନେ ସମସ୍ତେ ଝିଲିକ ଙ୍କର ଜବରଦସ୍ତ ଅଭିନୟ ଦେଖିଥିବେ ସେ ତାଙ୍କ ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି।ଯଦି ଆମେ ଝିଲିକ ଙ୍କର ଶିକ୍ଷା ଗତ ଯୋଗ୍ୟତା ଦେଖିବା ତେହେଲେ ସେ ଭାରତ ନାଟ୍ୟମ କଲେଜ ରେ ଇଂରାଜୀ ଅନର୍ସ ରେ ଗ୍ରାଜୁଏସନ ପୁରଣ କରିଛନ୍ତି।


ଆମର ଏହି ଲିଷ୍ଟ ର ତୃତୀୟ ସ୍ଥାନ ରେ ଅଛନ୍ତି ଶୀତଲ ବନ୍ଧୁଗଣ ଆପଣ ମାନେ ଶୀତଲ ଙ୍କର ସୁନ୍ଦର ଅଭିନୟ ନିଶ୍ଚୟ ଦେଖିଥିବେ ସେ ବହୁତ ଗୁଡିଏ ହିଟ ଫିଲ୍ମି ମଧ୍ୟ କରିଛନ୍ତି।ତେବେ ଆମେ ଯଦି ତାଙ୍କ ଶିକ୍ଷା ଗତ ଯୋଗ୍ୟତା ଦେଖିବା ତାହେଲେ ସେ ବିଜେବି କଲେଜ ରେ ଗ୍ରାଜୁଏସନ ପୂରଣ କରିଛନ୍ତି।


ବନ୍ଧୁଗଣ ଆମର ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଚୁଲବୁଲି ନାୟିକା ରିୟା ବନ୍ଧୁଗଣ ରିୟା ବହୁତ ଗୁଡିଏ ହିଟ ଫିଲ୍ମି କରିଛନ୍ତି ଓ ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି।ତେବେ ରିୟା ଙ୍କର ଶିକ୍ଷାଗତ ଯୋଗ୍ୟତା ଆମେ ଯଦି ଦେଖିବା ତାହେଲେ ରିୟା ବାଲେଶ୍ବର ର ଗୋଟିଏ କଲେଜ ରେ ଗ୍ରାଜୁଏସନ ପୁରଣ କରିଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *